୨୧ ଜିଲାରୁ ୬୮ ନୂଆ କରୋନା ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ହେଉଛି। ଦିନକରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୦, ସ୍ଥାନୀୟ ୨୮। ମୋଟ ପଜିଟିଭ ୩,୩୬,୮୩୫ରେ ପହଞ୍ଚିଛି। ୩,୩୪,୨୪୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 23rd Feb
New Positive Cases: 68
In quarantine: 40
Local contacts: 28(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 6
3. Bargarh: 1
4. Balangir: 6
5. Boudh: 1
6. Cuttack: 2— I & PR Department, Odisha (@IPR_Odisha) February 24, 2021
20. Sonepur: 2
21. Sundargarh: 6
22. State Pool: 1New recoveries: 77
Cumulative tested: 8230442
Positive: 336835
Recovered: 334243
Active cases: 625— I & PR Department, Odisha (@IPR_Odisha) February 24, 2021
୨୧ ଜିଲା ଓ ଷ୍ଟେଟ ପୁଲରୁ ଏକ ଅଙ୍କ ବିଷିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ । ଅନୁଗୁଳ ୩, ବାଲେଶ୍ୱର ୬, ବରଗଡ ୧, ବଲାଙ୍ଗୀର ୬, ବୌଦ୍ଧ ୧, କଟକ ୨,ଦେଓଗଡ ୩, ଗଜପତି ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୫, କଳାହାଣ୍ଡି ୧, ମାଲକାନଗିରି ୧,ମୟୁରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୩, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.