www.samajalive.in
Monday, December 8, 2025
24.1 C
Bhubaneswar

ଲାଞ୍ଚ ନେବା ଭାଇରାଲ ଭିଡିଓ ଘଟଣା ; ବରିଷ୍ଠ କିରାଣି ନିଲମ୍ବିତ

ମାଲକାନଗିରି :  କାଲିମେଳା ତହସିଲରେ କାର୍ଯ୍ୟରତ ବରିଷ୍ଠ କିରାଣି ଭେଜାଙ୍ଗିୱାଡାର ଜଣେ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରାଇଦେବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସହ ଆଉ ଏକ ଲକ୍ଷ ଟଙ୍କା ପରବର୍ତ୍ତି କିସ୍ତିରେ ଦେବାପାଇଁ ଦାବି କରୁଥିବା ଏକ ଭିଡିଓ ଭାଇରାଲ ହେବାପରେ ଆଜି ଜିଲ୍ଲାପାଳ ୱାଇ. ବିଜୟ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଉପ- ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଘଟଣାର ତଦନ୍ତ କରିବା ସହ ଶ୍ରୀ ସେଠୀଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଲା ପରେ ଜିଲ୍ଲାପାଳ ଶ୍ରୀ ବିଜୟ କାର୍ଯ୍ୟରେ ଅବହେଳା ଓ ଦୁର୍ନିତି ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୁଚନା ଥାଉକି ଏଥିପୁର୍ବରୁ କିଛିଦିନ ତଳେ ଏହି କାଲିମେଳା ତହସିଲରେ ଚଞ୍ଚକତା କରି ପଟ୍ଟା କରାଇବା ବିବାଦରେ କନିଷ୍ଠ କିରାଣୀ ଦିବ୍ୟସିଂହ ପାଇକରାୟ ଓ ରାଜସ୍ବ ନିରୀକ୍ଷକ ସୁରେଶ ପୁଜାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories