ରାଜ୍ୟରେ ନୂଆ ପଜିଟିଭ ୨୦୬; ସକ୍ରିୟ ଆକ୍ରାନ୍ତ ୨,୧୨୪
ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ଆଉ ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୧୯, ସ୍ଥାନୀୟ ୮୭। ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି। ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 8th January, 2021
New Positive Cases: 206
In quarantine: 119
Local contacts: 87(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 2
3. Bargarh: 16
4. Bhadrak: 2
5. Balangir: 26— I & PR Department, Odisha (@IPR_Odisha) January 9, 2021
22. Sonepur: 3
23. Sundargarh: 26
24. State Pool: 3New recoveries: 244
Cumulative tested: 7140339
Positive: 331602
Recovered: 327534
Active cases: 2124— I & PR Department, Odisha (@IPR_Odisha) January 9, 2021
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୨୭, ସୁନ୍ଦରଗଡ଼ ଓ ବଲାଙ୍ଗୀରରୁ ୨୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱର ୨, ବରଗଡ ୧୬, ଭଦ୍ରକ ୨, ବୌଦ୍ଧ ୨, କଟକ ୬, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୫, ଗଞ୍ଜାମ ୩, ଯାଜପୁର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୪, କେନ୍ଦୁଝର ୭, ଖୋର୍ଦ୍ଧା ୧୮, ମୟୁରଭଞ୍ଜ ୮, ନୂଆପଡ଼ା ୬, ପୁରୀ ୪, ରାୟଗଡା ୧, ସମ୍ବଲପୁର ୧୬, ସୋନପୁର ୩, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.