www.samajalive.in
Monday, December 8, 2025
27.1 C
Bhubaneswar

ଆମପାଣି ଘାଟି ରାସ୍ତାରେ ବାଘ

କୋକସରା : କଳାହାଣ୍ଡି ନବରଙ୍ଗପୁର ଜିଲ୍ଳା ସିମାନ୍ତ କୋକସରା ବ୍ଳକ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଛି। ସିଉନୀ ଗ୍ରାମର ଆଲୋକ ପାଣିଗ୍ରାହି ତାଙ୍କ ସାଙ୍ଗମାନଙ୍କ ସହ ବିଲମ୍ବିତ ରାତି ପ୍ରାୟ ୧୧.୩୦ ମିନିଟ ବେଳକୁ ଜୟପୁର ପଟୁ ନିଜ ଗାଁକୁ ଫେରୁଥିବା ସମୟରେ ସାହାଜଖୋଲ ଜଙ୍ଗଲ ସ୍ଥିତ ଟିର୍ଲିଆମ ଗାଁ ବୁଲାଣି ପାଖରେ ଏହି କଲରା ପତରିଆ ବାଘଟି ରାସ୍ତା ପାଶ୍ୱର୍ରେ ବୁଲୁଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ରାସ୍ତାରେ କେବେ ବି ବାଘ ଦେଖିବାକୁ ପାଇ ନ ଥିଲେ। ବାଘ ଦେଖାଯିବା ପରେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏନେଇ ଆମପାଣି ଜଙ୍ଗଲ ବନପାଳ ନରେନ୍ଦ୍ର ବିଶିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କିଛି ପ୍ରତିକ୍ରିୟା ମିଳି ପାରି ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories