www.samajalive.in
Monday, December 8, 2025
27.1 C
Bhubaneswar

ମଝି ରାସ୍ତାରେ ବସରେ ନିଆଁ, ଅଳ୍ପକେ ବର୍ତ୍ତୀଲେ ୯ ଜଣ

ବୁଧବାର ଅପରାହ୍ନରେ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନଙ୍କ ସମୟଚିତ ପଦକ୍ଷେପ ଫଳରେ କେହି ମୃତାହତ ହୋଇନାହାନ୍ତି। ଆଜି ଅପରାହ୍ନରେ ପଶ୍ଚିମ ପଟେଲ ନାଗର ଶାଦିପୁର ମେଟ୍ରୋ ଷ୍ଟେସନ ନିକଟରେ ଡିଟିସିର ଏକ ଏସି ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ବସରେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ବ୍ୟତୀତ ୭ ଜଣ ଯାତ୍ରୀ ଥିଲେ।

ବସର ଚାଳକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବସର ସବୁ ପ୍ରସ୍ଥାନ ଦ୍ୱାର ତୁରନ୍ତ ଖୋଲି ଦେଇଥିଲେ। ବସ୍‌ରେ ଥିବା ସମସ୍ତ ଯାତ୍ରୀ ନିରାପଦରେ ବାହାରି ଯାଇଥିଲେ। ତେବେ ବସଟି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦିନ ପ୍ରାୟ ୨ଟା ବେଳେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ମାତ୍ରେ ଚାରିଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories