ରାଜ୍ୟରେ ଆଉ ୨ ହଜାର ୮୫୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଶନିବାର ଆଉ ୨ହଜାର ୮୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୯୬୯୩ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫୯ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୧୯୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Covid-19 Report For 9th October
New Positives Cases: 2854
In quarantine: 1659
Local contacts: 1195(Details of local contacts will be shared by concerned District Administration)
District Wise Cases
1. Angul: 131
2. Balasore: 116
3. Bargarh: 95
4. Bhadrak: 66
5. Balangir: 97— I & PR Department, Odisha (@IPR_Odisha) October 10, 2020
22. Mayurbhanj: 127
23. Nawarangpur: 92
24. Nayagarh: 65
25. Nuapada: 83
26. Puri: 114
27. Rayagada: 29
28. Sambalpur: 105
29. Sonepur: 79
30. Sundargarh: 143
31. State Pool: 88New Recoveries: 3404
Cumulative Tested: 3710592
Positive: 249693
Recovered: 220388
Active Case: 28246— I & PR Department, Odisha (@IPR_Odisha) October 10, 2020
Comments are closed.