www.samajalive.in
Monday, December 8, 2025
17.1 C
Bhubaneswar

‘ଆମ୍‍ ଆଇ’ ଦେଶାତ୍ମବୋଧକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ପ୍ରଥମ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ଥର ଆତ୍ମନିର୍ଭରତା ବିଷୟ ଉପରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ଦ୍ୱାରା ଏହି ଅନ୍‍ଲାଇନ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଜାବଡେକର ଏକ ଟ୍ୱିଟ୍‍ କରି ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଏହି ପ୍ରତିଯୋଗିତାରେ ‘ଆମ୍‍ ଆଇ’ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଅଭିଜିତ୍‍ ପଲ୍‍ ପ୍ରଥମ ପୁରସ୍କାର ପାଇଥିବାବେଳେ ‘ଅବ୍‍ ଇଣ୍ଡିଆ ବନେଗା ଭାରତ’ ପାଇଁ ଦେବୋଜୋ ସଞ୍ଜୀବ୍‍ ଦ୍ୱିତୀୟ ପୁରସ୍କାର ଏବଂ ‘ଟେନ୍‍ ରୁପିଜ୍‍’ ପାଇଁ ଯୁବରାଜ ଗୋକୁଲ୍‍ ତୃତୀୟ ପୁରସ୍କାର ଜିତିଛନ୍ତି। ପୁରସ୍କାର ରାଶି ବାବଦକୁ ପ୍ରଥମ ସ୍ଥାନ ପାଇଁ ଏକ ଲକ୍ଷ ଟଙ୍କା, ଦ୍ଵିତୀୟ ସ୍ଥାନ ପାଇଁ ପଚାଶ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories