www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କରୋନା ପଜିଟିଭ୍

 

ନୂଆଦିଲ୍ଲୀ : କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସେ ନିଜେ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

- Advertisement -

ଶ୍ରୀନାୟକ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଆଜି କରୋନା ପରୀକ୍ଷା କରିସାରିଛି ଏବଂ ଏହାର ରିପୋର୍ଟ ପଜିଟିଭ୍ ହୋଇଛି। ମୋର କୌଣସି ଅସୁବିଧା ନାହିଁ ଏବଂ ତେଣୁ ମୁଁ ଘରେ ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛି | ଯେଉଁମାନେ ଗତ କିଛି ଦିନ ହେବ ମୋ ସଂସ୍ପର୍ଷରେ ଆସିଛନ୍ତି ସେମାନେ ନିଜକୁ ପରୀକ୍ଷା କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛି।’

ସୂଚନାଯୋଗ୍ୟ, ମୋଦୀ ସରକାରରେ ଶ୍ରୀ ନାୟକ ହେଉଛନ୍ତି ତୃତୀୟ ମନ୍ତ୍ରୀ, ଯିଏକି କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories