www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ଉପକାରୀ କଲରା

କଲରାର ସ୍ୱାଦ ପିତା ହୋଇଥିବାରୁ ବହୁ ସମୟରେ ଲୋକେ ଏହାକୁ ଖାଇବାକୁ କୁଣ୍ଠାବୋଧ ପ୍ରକାଶ କରିଥାଆନ୍ତି। ଏହାଛଡ଼ା କିଛି ଲୋକଙ୍କୁ ଏହା ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। ସ୍ୱାଦରେ ଏହା ପିତା ହେଲେ ମଧ୍ୟ ସ୍ୱାସ୍ଥ୍ୟପାଇଁ କଲରା ଖୁବ ହିତକାରୀ।ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଜାଣନ୍ତୁ….
– କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟିବ୍ୟାକ୍ଟେରିୟଲ ଗୁଣ ଭରପୁର ମାତ୍ରାରେ ରହିଛି। ଏଥିରେ ଭିଟାମିନ ସି ଓ ଭିଟାମିନ ଏ ମଧ୍ୟ ରହିଛି। ଭିଟାମିନ ସି ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଭିଟାମିନ ଏ ଦୃଷ୍ଟି ଶକ୍ତିି ବୃଦ୍ଧି କରିଥାଏ।
– କଲରା ଖାଇବା ଦ୍ୱାରା ପେଟ ଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ ସୁସ୍ଥ ରଖିଥାଏ।
– ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।
– ସଠିକ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧ୍ୟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
– ଯେଉଁମାନଙ୍କର ଆଣ୍ଠୁଗଣ୍ଠି, ହାଡ଼ ଜନିତ ସମସ୍ୟା ଲାଗି ରହୁଛି, ସେମାନେ ନିୟମିତ କଲରା ସେବନ କରିବା ଉଚିତ।
– ପେଟ ପାଇଁ ମଧ୍ୟ କଲରା ସେବନ କରିବା ଉତମ। ଏହାର ସେବନ ଦ୍ୱାରା ବାରମ୍ବାର ପେଟ ଖରାପ ହୋଇନଥାଏ। ଗ୍ୟାସ, ବଦହଜମି, ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।
– ଯଦି ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି , ତେବେ କଲରା ନିଶ୍ଚୟ ଖାଆନ୍ତୁ। ଏହା କ୍ଷତକୁ ଶୀଘ୍ର ଭଲ କରିବାକୁ ସାହାଯ୍ୟ କରିବା ସହ ସଂକ୍ରମଣ ହେବାରୁ ମଧ୍ୟ ରକ୍ଷା କରିଥାଏ।
– ବହୁ ସମୟରେ ପାଟିରେ ଲାଲ ଦାଗ ହୋଇଯାଏ।ଏଭଳି ସମସ୍ୟା ପେଟ ଗରମ ଓ କୋଷ୍ଠକାଠିନ୍ୟ କାରଣରୁ ହୋଇଥାଏ। ତେଣୁ କଲରା ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories