www.samajalive.in
Monday, December 8, 2025
17.1 C
Bhubaneswar

ମାନସିକ ଚାପର ଭୟାବହତା

କାମର ଚାପ, ପାରିବାରିକ ଅଶାନ୍ତି କାରଣରୁ ହିଁ ମାନସିକ ଅସ୍ଥିରତା ଆରମ୍ଭ ହୋଇଥାଏ। ପ୍ରଥମରୁ ଏହାର ଚିକିତ୍ସା ବିଶେଷଜ୍ଞଙ୍କ ପାଖରେ କରାନଗଲେ, ସମୟକ୍ରମେ ପରିସ୍ଥିତି ଜଟିଳ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
– ମନରେ ଅଶାନ୍ତି ବଢ଼ିବଢ଼ି ଅନେକଙ୍କର ମସ୍ତିଷ୍କ କୋଶିକା କୋମାକୁ ଚାଲିଯାଇଥାଏ। ବିଭିନ୍ନ ପ୍ରକାର ଅନୁଧ୍ୟାନ କରିବା ପରେ ଗବେଷକ ଏସବୁ ତଥ୍ୟ ପ୍ରକାଶ କରିଛନ୍ତି।
– ଅବସାଦ, ଅଶାନ୍ତିରେ ରହିଲେ କୋର୍ଟିସଲ୍ ନାମକ ହରମୋନ୍‌‌ ସ୍ରାବ ହୁଏ। ଏହି ହରମୋନ୍ ଅଧିକ ପରିମାଣର ବାହାରିଲେ ମସ୍ତିଷ୍କ କୋଷିକାରେ ଛିଦ୍ର ହେବା ଆରମ୍ଭ କରେ।
– ଏହା କାରଣରୁ ଅନେକ ଘଟଣା ମନରୁ ପାଶୋରିଯାଉ। ମାନସିକ ଅବସାଦରେ ରହୁଥିବା ରୋଗୀଙ୍କ ଚିକିତ୍ସା ଯଥା ଭାବେ କରାନଗଲେ ଦିନକୁଦିନ ସେମାନଙ୍କ ସମସ୍ୟା ବୃଦ୍ଧି ହୁଏ।
– ମନ ଖୁସି କରିବା ପାଇଁ ନିଜ ଇଚ୍ଛା ଅନୁସାରେ କାମ କରନ୍ତୁ। ଅଧିକାଂଶ ସମୟ ଟେଲିଭିଜନରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ସହ ପତ୍ରିକା ଆଦି ପଢ଼ି ମନ ହାଲୁକା କରିପାରିବେ।
– ମାନସିକ ଚାପ ବଢ଼ିଲେ ସମୟକ୍ରମେ ଆମ ମସ୍ତିଷ୍କର ଆଭ୍ୟନ୍ତରୀଣ ଆକୃତି ମଧ୍ୟ ପରିବର୍ତ୍ତନ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories