ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେମଗିରି ରେଞ୍ଜ କୋଡ଼ବାହାଲ ଗାଁରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଘର ବାଡ଼ିପଟକୁ ଉକ୍ତ ମହିଳାଙ୍କୁ ଜଣଙ୍କ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ଦଳି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାସହ ହାତୀ ଉକ୍ତ ଗାଁରେ ଦୁଇଟି ଦୋକନ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିବା ନେଇ ସୂଚନା ମିଳିଛି।
Popular Categories



