www.samajalive.in
Tuesday, December 9, 2025
16.1 C
Bhubaneswar

ଆଇପିଏସ୍‌ ଅମିତାଭଙ୍କ ଘନିଷ୍ଠ ଥିଲେ ସୁଶାନ୍ତ ସିଂହ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ସମଗ୍ର ବଲିଉଡ ସ୍ତବ୍ଧ ହୋଇଯାଇଥିବାବେଳେ ଓଡିଶା କ୍ୟାଡରର ଆଇପିଏସ ଅଫିସର ଅମିତାଭ ଠାକୁର ନିଜର ଜଣେ ଖାସ ବନ୍ଧୁଙ୍କୁ ହରାଇ ଭାବୁକ ହୋଇପଡିଛନ୍ତି। କାରଣ କିଛି ଦିନ ତଳେ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇଥିବାବେଳେ ଅମିତାଭଙ୍କ ବାହାଘରରେ ସୁଶାନ୍ତଙ୍କ ବରଯାତ୍ରୀ ଡ୍ୟାନ୍ସ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି। ସୁଶାନ୍ତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବାବେଳେ ଅମିତାଭଙ୍କ ଘର ମଧ୍ୟ ବିହାର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories