ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ମଙ୍ଗଳବାର ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ଵରର ହୋଇଥିବା ସୂଚନା ମିଳିଛି। ଏଥି ସହିତ ଓଡ଼ିଶାରେ ସମୁଦାୟ ସୁସ୍ଥ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
One more Covid patient of Bhubaneswar has recovered and tested negative for #COVID19. He is being discharged.
The total recovered cases in the State are now 38. #OdishaFightsCorona
— H & FW Dept Odisha (@HFWOdisha) April 28, 2020
Comments are closed.