ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମାଲେରିଆ ଦିବସ ଅବସରରେ କହିଛନ୍ତି ଯେ ମ୍ୟାଲେରିଆ ନିରାକରଣ ଦିଗରେ ଓଡ଼ିଶା ବିଶ୍ୱରେ ଏକ ଆଦର୍ଶ ରାଜ୍ୟ ଭାବରେ ନିଜକୁ ପ୍ରତିପାଦିତ କରିପାରିଛି। ମ୍ୟାଲେରିଆ ରୋଗର ଚିହ୍ନଟ, ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀ ମ୍ୟାଲେରିଆ ରୋଗର ସଂପୂର୍ଣ୍ଣ ବିଲୋପ ନିମନ୍ତେ ଆମର ଚେଷ୍ଟାକୁ ଅଧିକ ଜୋରଦାର କରିବା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି।
Popular Categories



