www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜଲନ ଫାଉଣ୍ଡେସନ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ସମ୍ବଲପୁର : କୋଭିଡ-୧୯ର ମୁକାବିଲା ପାଇଁ ସମ୍ବଲପୁର ଅଶୋକ ଜଲନ ଫାଉଣ୍ଡେସନ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ସେମାନେ ମ୍ୟୁନିସିପାଲିଟି ସ୍ବାସ୍ଥୀ କର୍ମୀଙ୍କୁ  ମାସ୍କ, ଗରିବ ଅଭାବୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଗୋରୁ ଓ ପଶୁମାନଙ୍କ ପାଇଁ ଜଳର ବ୍ୟବସ୍ଥା କରିଛନ୍ତି। ଫାଉଣ୍ଡେସନ ପକ୍ଷରୁ ପନିପରିବା ଘରକୁ ଘରକୁ ପଠାଇବା ପାଇଁ ଯାନ ଏବଂ ୱାଟର ଟ୍ୟାଙ୍କ ମଧ୍ୟ ଯୋଗାଇ ଦିଆଯାଇଛି। ଏହା ସହ ସେମାନେ ଅନୁରୋଧ କରି କହିଛନ୍ତି ମହାମାରୀ କରୋନା ମୁକାବିଲାରେ ସମସ୍ତେ ଆଗକୁ ଆସନ୍ତୁ। ଅଭାବୀ ଲୋକଙ୍କ ସେବା କରିବାରେ ସହଯୋଗ କରନ୍ତୁ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories