www.samajalive.in
Monday, December 8, 2025
27.1 C
Bhubaneswar

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ଥିବା ୨୫ ଗୋଟି ମାଧ୍ୟମିକ ଉଚ୍ଚ ବିଦ୍ୟାଲୟର ଶିକ୍ଷକ ଓ କର୍ମଚାରୀମାନେ ଗୋଟିଏ ଦିନର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ରାଶି ପ୍ରଦାନ କରିଛନ୍ତି। ବଙ୍ଗୋମୁଣ୍ଡା ବାଲିକା ଉଚ୍ଚ ବିଦ୍ୟାଳୟ ୧୦,୮୦୦ , ବଙ୍ଗୋମୁଣ୍ଡା ଚମାର ମେହେର ଉଚ୍ଚ ବିଦ୍ୟାଳୟ ୧୨,୭୦୦, ସିନେ୍ଧକେଲା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଲୟ ୧୧,୯୪୦, ଭୂଷଲାଡ ଭୀମ ଭୋଇ ଉଚ୍ଚ ବିଦ୍ୟାଲୟ ୧୩,୮୦୦, ଚୁଲିଫୁଙ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୭୫୦୦, ଜାମଖୁଣ୍ଟା ପଲ୍ଲୀ ପ୍ରଗତି ଉଚ୍ଚ ବିଦ୍ୟାଲୟ ୧୬,୫୦୦, ଝରିଆଲ ପଂଚାୟତ ଉଚ୍ଚ ବିଦ୍ୟାଲୟ ୪୪୦୦, ଅଲଣ୍ଡା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ୬୬୫୦, ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ କପିଲାଭଟା ୯୦୫୦, ବେଲପଡା ପଂଚାୟତ ଉଚ୍ଚ ବିଦ୍ୟାଲୟ ୨୧,୭୦୦, ବିରିପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ୧୬,୧୦୦, କୁଣ୍ଡା ବୁଟୁଲା ଛେଲିଆ ସାହୁ ଉଚ୍ଚ ବିଦ୍ୟାଲୟ ୯୩୨୦, କଁସିଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୭୮୦୦, ଦେଢଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଲୟ ୪୩୫୧, ଯୁରାବନ୍ଧ ଉନ୍ନୀତ ଉଚ୍ଚ ବିଦ୍ୟାଲୟ ୪୨୦୦, ଠେମରା ଉନ୍ନୀତ ଉଚ୍ଚ ବିଦ୍ୟାଲୟ ୬୪୮୩, ଚାନ୍ଦୋତରା ହାଇସ୍କୁଲ ୩୩୦୦, କୁର୍ଡିଆମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଲୟ ୨୩୭୦, ଗନ୍ଧର୍ଲା ପଂଚାୟତ ଉଚ୍ଚ ବିଦ୍ୟାଲୟ ୪୦୦୦, ଭାଲୁମୁଣ୍ଡା ହାଇସ୍କୁଲ ୨୦,୦୦୦, ଝଲପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୨୮୦୦ ଓ ବ୍ଲକର ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା ୧୦,୩୯୦ ମୋଟ ୨ ଲକ୍ଷ ୧ ହଜାର ୧ ଶହ ୬୩ ଟଙ୍କା  ବଙ୍ଗୋମୁଣ୍ଡା ନୋଡାଲ ପ୍ରଧାନ ଶିକ୍ଷକ ଲୋକନାଥ ମେହେର ଙ୍କ ତତ୍ତ୍ବାବଧାନରେ ଜିଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories