www.samajalive.in
Monday, December 8, 2025
13.1 C
Bhubaneswar

ଅଣ୍ଡା ଖାଇବାର ଆବଶ୍ୟକତା

ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ଅଣ୍ଡା ଏକ ସୁପରଫୁଡ୍ ଅଟେ। ପ୍ରୋଟିନ୍, କ୍ୟାଲସିୟମ୍, ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ଥିବା ଅଣ୍ଡା ନିୟମିତ ଖାଇବା ଉଚିତ। କର୍ମଜୀବୀ ମହିଳାମାନେ ସପ୍ତାହକୁ ଅନ୍ତତଃ ୨ଥର ଅଣ୍ଡା ଖାଇଲେ ସେମାନଙ୍କୁ ଶକ୍ତି ମିଳିଥାଏ।

-ପ୍ରସବ ପରେ ମହିଳାମାନେ ନିୟମିତ ଭାବେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ହାଡ଼ ଓ ଦାନ୍ତ ମଜବୁତ୍ କରିବାରେ ସହାୟକ ହୋଇଥାଏ।

- Advertisement -

-ଓଜନ ନିୟନ୍ତ୍ରଣ କରିବା ନିମନ୍ତେ ଅଣ୍ଡାକୁ ନିୟମିତ ସକାଳ ଜଳଖିଆରେ ଖାଇବା ଲାଭଦାୟକ।

-ଏବର ମହିଳାମାନେ ଖୁବ୍ ଶୀଘ୍ର ସାମାନ୍ୟ କଥାରେ ଚିନ୍ତିତ ହୋଇଯାଉଛନ୍ତି। ସେମାନଙ୍କର ଏହି ଚିନ୍ତା ଓ ଟେନସନରୁ ମୁକ୍ତି ନିମନ୍ତେ ଅଣ୍ଡା ଏକ ସର୍ବୋତ୍ତମ ଖାଦ୍ୟ। ଏଥିରେ ଥିବା ଭିଟାମିନ୍ ବି-୧୨ ମାନସିକ ଚାପ କମ୍ କରିଥାଏ।

-ତ୍ବଚା ଓ କେଶ ନିମନ୍ତେ ମଧ୍ୟ ଅଣ୍ଡା ବେଶ୍ ଉତ୍ତମ ଖୋରାକ୍ ଯୋଗାଇଥାଏ।

-ବିଭିନ୍ନ ପ୍ରକାର ତତ୍ତ୍ବରେ ଭରପୂର ଅଣ୍ଡାକୁ ମହିଳାମାନେ ସକାଳ ଜଳଖିଆ ସମୟରେ ହିଁ ଖାଇବା ଉଚିତ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories