www.samajalive.in
Monday, December 8, 2025
27.1 C
Bhubaneswar

କଖଡ଼ି ବିପିପିଏଲ୍ ପ୍ଲାଣ୍ଟରୁ ୧୦ ଫୁଟର ଅଜଗର ଉଦ୍ଧାର

କଟକ : କଟକ ଜିଲାର କଖଡି ସ୍ଥିତ ବିପିପିଏଲ୍( ଭୁବନେଶ୍ବର ପାୱାର ପ୍ରାଇଭେଟ ଲିମିଟେଡ) ପ୍ଲାଣ୍ଟ ମଧ୍ୟରୁ ମଙ୍ଗଳବାର ୧୦ ଫୁଟ ଲମ୍ବର ଏକ ଅଜଗର ଶାପ ଉଦ୍ଧାର କରାଯାଇଛି। ଅଜଗରଟିକୁ ଦେଖି ଉକ୍ତ ପ୍ଲାଣ୍ଟର କର୍ମଚାରୀ ସମ୍ବିତ ପଟ୍ଟନାୟକ ପିପୂଲ୍ ଫର୍ ଆନିମଲ୍ କଟକ ସଙ୍ଗଠନକୁ ଯୋଗାଯୋଗ କରିଥିଲେ। ପିପୁଲ ଫର୍ ଆନିମଲ୍ କଟକର ସଦସ୍ୟ ତିଲକ କର ଯାଇ ଏହି ୧୦ ଫୁଟ ଲମ୍ବର ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ ଖୁଣ୍ଟୁଣି ଫରେଷ୍ଟ ରେଞ୍ଜ ଅଫିସର ରେଞ୍ଜର ଶ୍ରୀ ମାଗୁଣି ବେହେରାଙ୍କ ତତ୍ତ୍ଵାବଧାନରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories