www.samajalive.in
Thursday, December 11, 2025
27.1 C
Bhubaneswar

୨୦୧୯ ମୋଟର ଯାନ ସଂଶୋଧନ ଆଇନ ଅଧିକ ରାଜସ୍ୱ ଆଦାୟ ପାଇଁ ନୁହେଁ : ଗଡ଼କରୀ

ମୁମ୍ବଇ : ୨୦୧୯ ମୋଟର ଯାନ ସଂଶୋଧନ ଆଇନ ରାଜସ୍ୱ ଆଦାୟ ଲକ୍ଷ୍ୟରେ ପ୍ରଣୟନ କରାଯାଇ ନାହିଁ, ଏହା ଲୋକମାନଙ୍କର ଜୀବନ ରକ୍ଷାପାଇଁ ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‍ ଗଡ଼କରୀ କହିଛନ୍ତି।
ମୁମ୍ବଇରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ କହିଛନ୍ତି, ଦେଶରେ ପ୍ରତିବର୍ଷ ଦେଢ଼ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ଆହୁରି ଅନେକ ଲୋକ ସବୁଦିନ ପାଇଁ ଅକର୍ମଣ୍ୟ ହୋଇପଡ଼ୁଛନ୍ତି। ସେ କହିଛନ୍ତି, ଯେହେତୁ ଏହି ଆଇନ ଯୁଗ୍ମ ତାଲିକା ଅଧୀନରେ ଆସୁଛି, ସେଦୃଷ୍ଟିରୁ ରାଜ୍ୟ ସରକାରମାନେ ଟ୍ରାଫିକ୍‍ ନିୟମ ଉଲଙ୍ଘନ କ୍ଷେତ୍ରରେ ଜୋରିମାନା ଆଦାୟର ପରିମାଣ ନିର୍ଦ୍ଧାରଣ କରିପାରିବେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories