www.samajalive.in
Thursday, December 11, 2025
26.1 C
Bhubaneswar

ସାଉଦି ଆରବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରିୟାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତ୍ରି ପ୍ରାୟ ୨ଟା ସମୟରେ ସାଉଦି ଆରବର ରିଆଦରେ ପହଞ୍ଚିଛନ୍ତି। ମୋଦୀ ସାଉଦି ଆରବକୁ ଦୁଇ ଦିନିଆ ଗସ୍ତରେ ଜାଇଛନ୍ତି। ସେ ମଙ୍ଗଳବାର ସାଉଦି ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍‍ର ତୃତୀୟ ଅଧିବେଶନରେ ଉଦବୋଧନ ଦେବେ। ସାଉଦି ଆରବ ରାଜା ସଲ୍‍ମନ୍‍ ବିନ୍‍ ଅବଦୁଲ୍‍ ଅଜିଜ୍‍ ଅଲ୍‍ ସାଉଦ୍‍ଙ୍କ ସହ ସେ ଦ୍ୱିପକ୍ଷୀୟ ଆଲୋଚନା କରିବେ ଓ ଯୁବରାଜ ମହମ୍ମଦ ବିନ୍‍ ସଲ୍‍ମନ୍‍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ। ଭାରତ ଓ ସାଉଦି ଆରବ ମଧ୍ୟରେ ବେସାମରିକ ବିମାନ ଚଳାଚଳ, ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ, ନିରାପତ୍ତା ସହଯୋଗ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ୧୨ଟି ରାଜିନାମା ସ୍ୱାକ୍ଷରିତ ହେବ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories