www.samajalive.in
Monday, December 8, 2025
20.1 C
Bhubaneswar

କାଶ୍ମୀରରେ ଯଥାଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କାଶ୍ମୀରରେ ଯେତେଶୀଘ୍ର ସମ୍ଭବ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ସବୁମତେ ଉଦ୍ୟମ କରିବାକୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‍ ରଞ୍ଜନ ଗୋଗୋଇ, ଜଷ୍ଟିସ୍‍ ଏସ୍‍.ଏ. ବୋବ୍‍ଡେ ଏବଂ ଏସ୍‍.ଏ. ନଜିର୍‍ଙ୍କ ଖଣ୍ଡପୀଠ କହିଛନ୍ତି, ଯେହେତୁ କାଶ୍ମୀର ଉପତ୍ୟକାରେ ସବୁକିଛି ବନ୍ଦ୍‍ ରହିଛି, ଏ ସଂକ୍ରାନ୍ତରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ନିଷ୍ପତ୍ତି ନେବେ।

ଅ୍ୟପକ୍ଷରେ କାଶ୍ମୀରରୁ ପ୍ରକାଶିତ ସମସ୍ତ ସମ୍ବାଦପତ୍ର ଛପା ଯାଉଛି ଓ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ସେଠାରେ ଦୂରଦର୍ଶନ ସମେତ ସମସ୍ତ ବେସରକାରୀ ଟିଭି ଚ୍ୟାନେଲ୍‍ ଓ ଏଫ୍‍.ଏମ୍‍. ନେଟ୍‍ୱର୍କ ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁଛି। ଜମ୍ମୁ-କାଶ୍ମୀର ଉପରେ କ’ଣ ପଦକ୍ଷେପ ନିଆଯାଇଛି, ସେ
ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ୍‍ କେ. କେ ବେଣୁଗୋପାଳଙ୍କୁ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories