www.samajalive.in
Monday, December 8, 2025
27.1 C
Bhubaneswar

ଅଭିନେତା ଜୈନ ଇମାମ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବଇ : ଛୋଟ ପରଦାର ଲୋକପ୍ରିୟ ଅଭିନେତା ଜୈନ ଇମାମ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜୈନ ନିଜେ ଏହି ସୂଚନା ଦେଇଛନ୍ତି। ସେ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ‘ଏକ ଭ୍ରମ୍‍ ସର୍ବଗୁଣ ସମ୍ପର୍ଣ୍ଣ’ରେ କବୀର ଭୂମିକାରେ ନଜର ଆସୁଛନ୍ତି।
ଜୈନ କହିଛନ୍ତି, ଶୋ’ର ଶେଷ ଏପିସୋଡ଼୍‍ ଶୁଟିଂ ସମୟରେ ମୋତେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ଶୁଟିଂର ଶେଷ ଦିନରେ ମୋତେ ମଶା କାମୁଡ଼ିଥିଲା। ତା’ପରଠାରୁ ମୋତେ ଅସ୍ୱସ୍ତିକର ଅନୁଭବ ହୋଇଥିଲା। ରାତିରେ ମୋତେ ପ୍ରବଳ ମାତ୍ରାରେ ଜ୍ୱର ଆସିଲା ଓ ତତ୍‍କ୍ଷଣାତ୍‍ ମୋତେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ମୋର ବିଶ୍ୱାସ, ଆଉ କିଛି ଦିନ ମଧ୍ୟରେ ସୁସ୍ଥ ହୋଇ ମୁଁ ଡାକ୍ତରଖାନାରୁ ବାହାରିବି। ଡାକ୍ତର ମୋତେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ପୂର୍ବାପେକ୍ଷା ଶରୀର ଖୁବ୍‍ ଦୁର୍ବଳ ହୋଇଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories