(୧) ପୁଣି ବିଦ୍ୟୁତ୍ ନେଲା ଆଉ ଏକ ଦନ୍ତାର ଜୀବନ… ସାତକୋଶିଆ ଜଗନ୍ନାଥପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ… ବାରହା ଶିକାର ପାଇଁ ବିଦ୍ୟୁତ୍ ଫାଶ ବସାଇଥିଲା ଶିକାରୀ… ଦନ୍ତା ମୃତ୍ୟୁ ନେଇ ସୂଚନା ଦେଲେ ଆରସିସିଏଫ୍ ଯୋଗାନନ୍ଦ…
(୨) ଆଜିଠୁ ଏଏସଓ ପରୀକ୍ଷା… ୭୯୬ଟି ପୋଷ୍ଟ ପାଇଁ ଆବେଦନ କରିଛନ୍ତି ୨ଲକ୍ଷ ୬ହଜାର ୮୫୦ ପରୀକ୍ଷାର୍ଥୀ… ୩ଟି ସିଟିଂରେ ହେବ ପରୀକ୍ଷା… ଭୁବନେଶ୍ୱରରେ ୧୨୯ ଓ ଖୋର୍ଦ୍ଧାରେ ହୋଇଛି ୧୦ଟି କେନ୍ଦ୍ରର ବ୍ୟବସ୍ଥା…
(୩) ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବସିବ ବୈଠକ… ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ସହ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବେ ଭୁବନେଶ୍ୱର ମେୟର, କମିଶନରଙ୍କ ସମେତ ଅନ୍ୟଅଧିକାରୀ.. ଗାଁରେ ଅଳିଆ ପକାଇ ନଦେବାକୁ ଜିଦରେ ଅଛନ୍ତି ଦାରୁଠେଙ୍ଗବାସୀ…
(୪) ଓଡ଼ିଶାକୁ ଆସି ନବୀନଙ୍କୁ ଟାର୍ଗେଟ କଲେ କେନ୍ଦ୍ର ସାର ରାଷ୍ଟ୍ର ଓ ରସାୟନ ମନ୍ତ୍ରୀ.. କହିଲେ କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ନବୀନ… ଓଡ଼ିଶାରେ ନାହିଁ ସାର ସମସ୍ୟା… ଆବଶ୍ୟକୀୟ ସାର ଯୋଗାଇ ଦେଉଛି କେନ୍ଦ୍ର… ରାଜ୍ୟରେ ସାର ଅଭାବକୁ ବିଶ୍ବାସ ନକରିବାକୁ କଲେ ଅପିଲ..
(୫) ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ପାକିସ୍ତାନ… ବଡ଼ ଧରଣର ବନ୍ୟା ଯୋଗୁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି… ବନ୍ୟା ଯୋଗୁ ଯାଇଛି ହଜାରେରୁ ଅଧିକ ଲୋକଙ୍କ ଜୀବନ… ବାସହରା ହୋଇଛନ୍ତି ୩କୋଟିରୁ ଅଧିକ ଲୋକ…



