www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାର୍ବଣ ସମୟରେ ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ଆଦୌ ବ୍ୟବହାର ହେବନି.. ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ..

କଟକ ସହ ସମ୍ପର୍କିତ ଜନସ୍ବାର୍ଥ୍ୟ ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ.. ପାର୍ବଣରେ ଡିଜେ ବଜାଇବାକୁ ଅନୁମତି.. ୬୫ ଡେସିବେଲ ଭିତରେ ରହିବ.. ରାସ୍ତାଘାଟ ମରାମତି ନେଇ ବି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ.. ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ଦେଲେ ନିର୍ଦେଶ..

- Advertisement -

ଭୁଶୁଡ଼ିଲା ଶେୟାରବଜାର.. ସେନସେକ୍ସ ୧୭୭୦, ବ୍ୟାଙ୍କ ନିଫ୍ଟି ୧୦୭୭ ପଏଣ୍ଟ ଖସିଲା.. ୧୧ ଲକ୍ଷ କୋଟି ହରାଇଲେ ନିବେଶକ..

ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିବ ୧ ବର୍ଷ.. ଗାଜା ପଟିରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଲେଣି ୪୧ ହଜାର ୭୮୮ ନାଗରିକ.. ହମାସ ସରକାରର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସୂଚନା..

ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ରହି ମୁସ୍ତାହା ନିହତ.. ୩ ମାସ ତଳେ ମୁସ୍ତାହା ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଘୋଷଣା.. ମୁସ୍ତାହା ସହିତ ଅନ୍ୟ ୨ କମାଣ୍ଡର ମଧ୍ୟ ନିପାତ ହୋଇଥିବା ସୂଚନା..

କଟକ ଗ୍ରାମାଞ୍ଚଳ ଏସପି ଭାବେ ଯୋଗଦେଲେ ପ୍ରତୀକ ସିଂହ..

ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଘନୀଭୂତ ହେବା ଆଶଙ୍କା କମ୍.. ଆଇଏମଡି ଡିଜିଙ୍କ ସୂଚନା, ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ୪ରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା..

ରାଜଧାନୀରୁ ସ୍ପଷ୍ଟ ଦିବାଲୋକରେ ଲୁଟେରା ଝାମ୍ପି ନେଲେ ସାଢେ ୩ ଲକ୍ଷ ଟଙ୍କା.. ଚନ୍ଦ୍ରଶେଖରପୁର ଫେଜ୍‌ ୧ ଏସବିଆଇ ଆଗରୁ ଲୁଟ୍‌..

ଘଉଡାଇବା ବେଳେ ୨ ବନ କର୍ମଚାରୀଙ୍କୁ କଚାଡିଦେଲା ହାତୀ, କୋଳିପଷି ରେଞ୍ଜ ହଳଦୀକାଞ୍ଚି ଗାଁରେ ହାତୀ ଉତ୍ପାତ.. ଗୁରୁତର ୨ ବନକର୍ମଚାରୀ ରାଉରକେଲା ସ୍ଥାନାନ୍ତର..

ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି.. ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏଁ କାର୍ତ୍ତିକ ବ୍ରତ ପାଳନ ହେବ.. ୧୩ରେ ବଡଓଷା, ବଡସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର..

ଶିଳ୍ପ ହବ୍‌‌ ହେବାକୁ ଯାଉଛି ଓଡ଼ିଶା, ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ହେବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଆସିଲା ବାଘ ଗଣନା ରିପୋର୍ଟ.. ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories