www.samajalive.in
Tuesday, December 9, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନୂଆ ଦଳ ଗଢ଼ିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ.. ସାମାଜିକ ଗଣମାଧ୍ୟମ ଜରିଆରେ କଲେ ଘୋଷଣା..

ରସାୟନିକ କାରଖାନାରେ ବିସ୍ଫୋରଣ ଘଟି ୧୮ ଆହତ.. ଆନ୍ଧ୍ରପ୍ରଦେଶର ରାମ୍ବିଲ୍ଲି ମଣ୍ଡଳରେ ଥିବା କାରଖାନାରେ ଘଟିଛି ଅଘଟଣ..

- Advertisement -

ମସ୍କୋ ଉପରେ ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ.. ବୁଧବାର ମସ୍କୋ ଉପରେ ୟୁକ୍ରେନ ଦ୍ବାରା ୧୧ ଡ୍ରୋନ୍ ଆକ୍ରମଣ କରାଯାଇଛି.. ଏହାକୁ ରୋକିବା ପାଇଁ ରୁଷିଆ ‌ସେନା ପକ୍ଷରୁ କରାଯାଇଥିଲା ଗୁଳି ଚାଳନା.. ଆକ୍ରମଣ ପରେ ରୁଷିଆର ଅଧିକାରୀମାନେ କହିଛନ୍ତି ଯେ, ଫେବୃଆରୀ ୨୦୨୨ରେ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ଏହା ହେଉଛି ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ..

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୨କୁ ବଢ଼ିଲା.. ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ..

ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ.. ୭ ମୃତ, ୨ ନିଖୋଜ..

ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ.. ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଜଗନ୍ନାଥ.. ପୂର୍ବାହ୍ନରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଦାଖଲ କରିଥିଲେ ପ୍ରାର୍ଥୀପତ୍ର..

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌ ସଦସ୍ୟଙ୍କୁ ଭବ୍ୟ ସ୍ଵାଗତ.. ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ହକି ଦଳକୁ ଭବ୍ୟ ସ୍ଵାଗତ.. ପରେ ବିଶାଳ ରୋଡ୍‌ ଶୋ’..

ବୃଦ୍ଧି ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି.. ମିଲ୍‌ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା..

ଭୁବନେଶ୍ୱରରେ ଏନଆଇଏ ଟିମ୍‌‌.. ସିମ୍‌‌ ବକ୍ସ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବ ଏନଆଇଏ ଟିମ୍‌‌..

ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରତି ଘରେ ପହଞ୍ଚିବ ବିଜୁଳି.. ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ..

ଥାନା ଆଗରେ ଦେହରେ ନିଆଁ ଲଗାଇଥିବା ମହିଳାଙ୍କ ମୃତ୍ୟୁ.. ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା..

୧୨ ଘଣ୍ଟିଆ ଭାରତ ବନ୍ଦ.. ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ.. ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବନ୍ଦ ପାଳନ.. ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ ଓ ରାସ୍ତା ଅବରୋଧ..

ଆସନ୍ତା ଫେବୃଆରୀ ୧୫ତାରିଖରୁ ହେବ ଯୁକ୍ତ ଦୁଇ ପରୀକ୍ଷା.. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା.. ଡିସେମ୍ବର ୨୬ରୁ ଜାନୁଆରୀ ୧୫ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା.. ବଦଳିଛି ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା.. ଏଣିକି ୮୦ମାର୍କରୁ ୨୪ମାର୍କ ରଖିଲେ ପାସ୍‌‌..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories