କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ପିତୃ ବିୟୋଗ.. ଦାଉଲାଲ ବୈଷ୍ଣବଙ୍କର ଯୋଧପୁର ଏମ୍ସରେ ପରଲୋକ.. ଦୀର୍ଘ ଦିନ ଧରି ଶ୍ୱାସକ୍ରିୟାଜନିତ ସମସ୍ୟା ଯୋଗୁଁଁ ତାଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା..
ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି.. ଔପଚାରିକ ଭାବେ ଘୋଷଣା କଲା ଦଳ.. ପୁନର୍ବାର ସଭାପତି ହେବା ପରେ ମନମୋହନଙ୍କ ସମ୍ବୋଧନ.. କହିଲେ, ମୋତେ ମିଳିଥିବା ଦାୟିତ୍ଵ ସଂଗଠନ କର୍ମକର୍ତ୍ତାଙ୍କର..
ବିହାରରେ ମହିଳାଙ୍କ ପାଇଁ ୩୫ପ୍ରତିଶତ ସଂରକ୍ଷଣ ନେଇ ଘୋଷଣା.. ନୀତିଶଙ୍କ କ୍ୟାବିନେଟ ବୈଠକରେ ୪୩ଟି ଏଜେଣ୍ଡା ଉପରେ ଲାଗିଲା ମୋହର..
ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର.. ହୀରାକୁଦ ବନ୍ୟା ଜଳ ପହଞ୍ଚିବାପରେ ବଢୁଛି ମୁଣ୍ଡଳି ଜଳସ୍ତର.. ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା..
ଦୁଷ୍କର୍ମ ଅଭିଯୋଗରେ ଫସିଲେ ଭାରତୀୟ କ୍ରିକେଟର ୟାଶ ଦୟାଲ.. ଆରସିବିର ଦ୍ରୁତ ବୋଲର ୟାଶଙ୍କ ବିରୋଧରେ ଅଭିଯୋଗ ଆଣିଲେ ତାଙ୍କ ପ୍ରେମିକା.. ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କଲେ ପ୍ରେମିକା.. ଅଭିଯୋଗ ଆଧାରରେ ୟାଶଙ୍କ ନାମରେ ମାମଲା ରୁଜୁ ..



