ଅହମ୍ମଦାବାଦରେ ବିମାନ ଦୁର୍ଘଟଣା.. ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନରେ ଦୁର୍ଘଟଣା ପରେ ନିଆଁ ଲାଗିଯାଇଛି.. କ୍ରୁ ସଦସ୍ୟଙ୍କ ସହ ମୋଟ୍ ୨୪୨ ଯାତ୍ରୀ ଥିବା ସୂଚନା.. ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ..
ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା.. କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ଅଫ୍ ତାଲିକା ପ୍ରକାଶ.. ସର୍ବାଧିକ କଟ୍ଅଫ୍ ସହ ଆଗରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ..
ବନ୍ଧୁକ ମୁନରେ ବ୍ୟାଙ୍କ୍ରେ ସଶସ୍ତ୍ର ଡକାୟତି, ୭ ଲକ୍ଷରୁ ଅଧିକ ଲୁଟ୍.. ତିହିଡି ବଜାରସ୍ଥିତ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ରୁ ଲୁଟ୍.. ବ୍ୟାଙ୍କ ମ୍ୟାନେଜର୍ଙ୍କ ମୁଣ୍ଡରେ ବନ୍ଧୁକ ରଖି ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ ପରେ ଫେରାର୍ ହୋଇଯାଇଥିବା ସୂଚନା..
ଯାଜପୁରରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି.. ହସ୍ପିଟାଲ୍ରେ ବଢ଼ାଗଲା ୨୦୦ ବେଡ୍ ସଂଖ୍ୟା..
ରଜ ପାଇଁ ସୋମବାର ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ.. ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଆସନ୍ତା ସୋମବାର ୧୬ ତାରିଖ ଦିନ ନନ୍ଦନକାନନ ଖୋଲା ରହିବ.. ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା..



