କୃଷି ଓଡ଼ିଶା-୨୦୨୩ ଉଦ୍ଘାଟିତ.. ନୂଆ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ..
ଟେକ୍ନୋଲୋଜି ହେଉଛି ବିକାଶର ଆଧାର: ନବୀନ
ପାକିସ୍ତାନ: ଟ୍ରେନ୍ରେ ବିସ୍ଫୋରଣ, ୨ ମୃତ ଓ ୪ ଗୁରୁତର.. ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ..
ଗୁଜରାଟର ପାଟନ ସ୍ଥିତ ବରାହୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ଜିପ୍ ଟ୍ରକ ସହ ଧକ୍କା ହେବା ଫଳରେ ସାତ ଜଣଙ୍କ ମୃତ୍ୟୁ
ଭୋଟ୍ ଦେଉଛି ତ୍ରିପୁରା.. ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ .. ଅପରାହ୍ନ ୪ଟା ଯାଏଁ ମତଦାନ ଜାରି ରହିବ..



