www.samajalive.in
Monday, December 8, 2025
17.1 C
Bhubaneswar

 ୨୦୧୮  ଥିଲା ବିଶ୍ୱର ଚତୁର୍ଥ ସବୁଠାରୁ ଉତ୍ତପ୍ତ ବର୍ଷ-ନାସା

ନ୍ୟୁୟର୍କ ..- ୨୦୧୮ ବିଶ୍ୱର ରେକର୍ଡ କରାଯାଇଥିବା  ଚତୁର୍ଥ ସବୁଠାରୁ ଉତ୍ତପ୍ତ  ବର୍ଷ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ୧୮୮୦ ମସିହା ପରଠାରୁ ପଞ୍ଜୀକୃତ କରାଯାଇଥିବା ତଥ୍ୟ ଅନୁସାରେ ଏହା  ଉତ୍ତପ୍ତ ବର୍ଷ ମାନଙ୍କ ମଧ୍ୟରେ ଅନ୍ୟତମ । ନାସା ଓ ଆମେରାକିର ପାଣିପାଗ ଗବେଷଣା କେନ୍ଦ୍ର ନୋଆ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏ ବିଷୟରେ  ସର୍ବେକ୍ଷଣ କରାଯାଇଥିଲା ।

୨୦୧୬ ମସିହା  ସବୁଠାରୁ ଉତ୍ତପ୍ତ ବର୍ଷ , ଏହାପରେ ୨୦୧୭ ଓ ୨୦୧୫ ମସିହା ରହିଛି । ନାସାର ତଥ୍ୟ ଅନୁସାରେ  ଗତ ୫ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ।  ଏହାର ପ୍ରଭାବ  ଆଣ୍ଟାର୍କଟିକା , ଗ୍ରୀନ୍‌ଲାଣ୍ଡ  ଉପରେ ପଡୁଛି । ଆଣ୍ଟାର୍କଟିକା ଓ ଗ୍ରୀନଲାଣ୍ଡର ବରଫ ତରଳି ଯାଉଛି ।  ସମୁଦ୍ରକୂଳ ଅଞ୍ଚଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ ଲାଗିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories