www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାବା ଧବଳେଶ୍ଵରଙ୍କ ପୀଠରେ ଲାଗି ହେଲା ଗଜଭୋଗ: ରାତି ୨ଟାରୁ ମନ୍ଦିର ଦ୍ଵାରଫିଟା ଯାଇ ସମସ୍ତ ନୀତିକାନ୍ତି ପରେ ଦର୍ଶନ କଲେ ଭକ୍ତ, ରାତିତମାମ ଉଜାଗର ରହି ଭୋର୍ ରୁ ଗଜଭୋଗ ଓ ତରଣ ପାଇଲେ ଶ୍ରଦ୍ଧାଳୁ, ସକାଳୁ ବ୍ୟାରିକେଟ୍ ଦେଇ ବାବାଙ୍କୁ କରୁଛନ୍ତି ଦର୍ଶନ..

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ୧୩୫ତମ ଜନ୍ମତିଥି : ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି..

- Advertisement -

ଐତିହାସିକ କଟକ ବାଲିଯାତ୍ରା, ଆସନ୍ତା କାଲି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିବେ, ବୋଟ କ୍ଲବ ଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି, ଏହି ଅବସରରେ ଯୋଗ ଦେବେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ-କଟକ ଜିଲ୍ଲାପାଳ
ଗତବର୍ଷ ୬୦ ଲକ୍ଷରୁ ଅଧୁକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼..

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

ଆନ୍ଦପୁର ଏନଏଚ୍ ୨୦ ଦରଖଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଟ୍ରକ୍ , ଟ୍ରକ୍ ଭିତରେ ଫସି ରହିଛନ୍ତି ଡ୍ରାଇଭର, ଆଉ ଜଣେ ଫେରାର୍..

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଅଘଟଣ : ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ , ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ..

ଜାଣନ୍ତି କି ସୁପରଷ୍ଟାର ଶାହାରୁଖ୍‌ ପିନ୍ଧିଥିବା ଏହି ଘଣ୍ଟାର ଦାମ୍‌ କେତେ..

କଟକ ଚୌଦ୍ଵାରରେ ଅଭାବନୀୟ ଘଟଣା : ଓଟିଏମ୍  ହାଇସ୍କୁଲ ପରିସରରୁ ରାତ୍ରି ଜଗୁଆଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି..

ଟ୍ରମ୍ପଙ୍କ ଟିମରେ ହିନ୍ଦୁ ମହିଳା : ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ : ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ ଦାୟିତ୍ଵ , ତୁଳସୀ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦେଶକ ଭାବେ ନିଯୁକ୍ତ..

ଜଳେଶ୍ୱର : ଅଭାବନୀୟ ଘଟଣା; ଘରେ ପଶି ମହିଳାଙ୍କୁ ଝୁଣି ମାରିଲେ ବୁଲା କୁକୁର..

ଆନନ୍ଦପୁର ଏନଏଚ୍ ୨୦ ଦରଖଳା ନିକଟରେ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଟ୍ରକ୍ : ବିଳମ୍ବିତ ରାତିରୁ ଷ୍ଟିୟରିଂରେ ଚାପି ହୋଇ ରହିଥିଲେ ଡ୍ରାଇଭର, ଦୀର୍ଘ ୫ ଘଣ୍ଟା ପରେ ଉଦ୍ଧାର କଲେ ଦମକଳବାହିନୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି..

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟରେ ସାମ୍ବାଦିକଙ୍କୁ ବିବାଦ
ସାମ୍ବାଦିକ ପିଟ ହେଗସେଥଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀ ମିଳିବା ପରେ ପ୍ରଶ୍ନ ଉଠାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ..

ଆଇଫୋନ୍‌ରେ ଏବେ ଯାଞ୍ଚ କରି ହେବ କର୍କଟ..

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories