www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବନ୍ୟା ପାଇଁ ସିଲ୍ ହେଲା ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ… ବାଘମାରି ଓ ସାରୁଅ ଠାରେ ଏନଏଚ-୫୭ ସିଲ୍ କଲା ପ୍ରଶାସନ… ଜାତୀୟ ରାଜପଥ ଉପରେ ଚାଲୁଛି ୨ ଫୁଟର ପାଣି… ଗମନାଗମନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲା ପ୍ରଶାସନ…

ବନ୍ୟା ଦୃଷ୍ଟିରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସବୁ ସ୍କୁଲ ୧୭ ଓ ୧୮ ତାରିଖ ଛୁଟି ଘୋଷଣା, ସ୍କୁଲ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ

- Advertisement -

ଗୋପ ଗଣେଶ୍ବରପୁର ପଞ୍ଚାୟତ ଖଣ୍ଡିଆକୁଦରେ ଘାଇ .. କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ ହୋଇଥିବା ନେଇ ସୂଚନା.. ବନ୍ୟାପାଣି ଯୋଗୁ ପ୍ରଭାବିତ ହେବେ ୬ଟି ପଞ୍ଚାୟତର ଶତାଧିକ ଗାଁ

ବର୍ତ୍ତମାନ ହୀରାକୁଦର ୪୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ.. ଡ୍ୟାମରୁ ନିଷ୍କାସିତ ହେଉଛି ୬ଲକ୍ଷ ୭୧ହଜାର ୮୯୭ କ୍ୟୁସେକ ଜଳ.. ଡ୍ୟାମକୁ ପ୍ରବେଶ କରୁଛି ୫ଲକ୍ଷ ୯୮ହଜାର ୮୪୯ କ୍ୟୁସେକ ଜଳ..  ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬,୮୭ ଫୁଟ୍ ରହିଛି

କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ… ଗୋପ ଗଣେଶ୍ବରପୁର ପଞ୍ଚାୟତ ଖଣ୍ଡିଆକୁଦରେ ଘାଇ ହୋଇଥିବା ସୂଚନା… ଗାଁ ଭିତରକୁ ପଶୁଛି ବନ୍ୟାପାଣି… ପ୍ରଭାବିତ ହେବେ ୬ଟି ପଞ୍ଚାୟତର ଶତାଧିକ ଗାଁ… ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ…

ଫୁଲୁଛି ମହାନଦୀ.. ଟଳମଳ ହେଲାଣି ଛତିଶଗଡ଼… ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଛତିଶଗଡ଼ରେ ବନ୍ୟା… ସ୍ଥିତି ଅସମ୍ଭାଳ ହେବାରୁ ମହାନଦୀକୁ ଛାଡ଼ୁଛି ପାଣି…  ପ୍ରତି ସେକେଣ୍ଡରେ ମହାନଦୀକୁ ଆସୁଛି ୬ଲକ୍ଷ କ୍ୟୁସେକ୍‌ ଜଳ… ଭୟରେ ରହିଛନ୍ତି ଓଡ଼ିଶା ନଦୀକୂଳିଆବାସୀ…

ରାଜ୍ୟରେ ହ୍ରାସ ହେଉଛି କରୋନା ସଂକ୍ରମଣ ; ୨୪ ଘଣ୍ଟାରେ ଆଉ ୨୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୦,ସଙ୍ଗରୋଧରୁ ୧୬୫ ଓ ସ୍ଥାନୀୟ ୧୧୫

ଭୁବନେଶ୍ୱର ଉପକଣ୍ଠରେ ବନ୍ୟା… ଦୟା ନଦୀ ପାଇଁ ସୁନ୍ଦରପଦା ଆପାର୍ଟମେଣ୍ଟରେ ପଶିଲା ପାଣି… ଫସିରହିଥିବା ଲୋକଙ୍କ ସହ ଗର୍ଭବତୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ.. ଜଳସ୍ତର ବଢ଼ିବା ଆଶଙ୍କା… ସହର ଛାଡ଼ୁଛନ୍ତି ଗାଁ ଲୋକେ..

ହିମାଚଳପ୍ରଦେଶରେ ଭୂକମ୍ପ ଝଟକା

ଜମ୍ମୁ କାଶ୍ମୀରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର.. ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ.. ପୁଲିସ ତଦନ୍ତ ଆରମ୍ଭ

ଦେଶରେ ୨୪ ଘଣ୍ଟାରେ ଆଉ ୯ ହଜାର ୦୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ .. ଚିକିତ୍ସାଧୀନ ଅବସ୍ଥାରେ ୩୬ ଆକ୍ରାନ୍ତଙ୍କ ମୃତ୍ୟୁ .. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୦୫୮..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories