ଭାଟିକାନ୍ ସିଟି: କେରଳ ବନ୍ୟା ଦୁର୍ଗତଙ୍କ ମଙ୍ଗଳ ମନାସୀ ପୋପ୍ ଫ୍ର୍ରାନ୍ସିସ୍ ସେଣ୍ଟ ପିଟର ସ୍କୋୟାର ଠାରେ ପ୍ରାର୍ଥନା କରିଛନ୍ତି। ଦୁର୍ଗତଙ୍କୁ ଯଥାସାଧ୍ୟ ସହାୟତା ପାଇଁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। କେରଳ ବନ୍ୟାକୁ ବୃହତ୍ ଦୁର୍ବିପାକ ଭାବେ ବର୍ଣ୍ଣନା କରିବା ସହିତ କେରଳ ସ୍ଥିତ କ୍ୟାଥଲିକ୍ ଚର୍ଚ୍ଚକୁ ସମବେଦନାର ବାର୍ତ୍ତା ପଠାଇଛନ୍ତି।
Popular Categories



