www.samajalive.in
Monday, December 8, 2025
27.1 C
Bhubaneswar

ଥକ୍କାପଣ ଓ ଆଳସ୍ୟ ଦୂର ପାଇଁ ଆପଣାନ୍ତୁ ଏହି ୬ଟି ଉପାୟ

ବହୁ ସମୟରେ ଅନେକ ଲୋକଙ୍କୁ ଥକ୍କାପଣ, ଆଳସ୍ୟ ଅନୁଭବ ହୋଇଥାଏ। ଏଭଳି ସମସ୍ୟା ସମ୍ମୁଖୀନ ହେଉଥିଲେ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ। ଯାହା ଆପଣଙ୍କ ଥକ୍କାପଣ ଦୂର କରିବା ସହ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ…….
ପାଣି – ନିୟମିତ ୩ ରୁ ୪ ଲିଟର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଆଳସ୍ୟ ଅନୁଭବ ହୋଇନଥାଏ।
ଗ୍ରୀନ ଟି – ଥକ୍କାପଣ ଓ ଆଳସ୍ୟକୁ ଦୂର କରିବା ପାଇଁ ଗ୍ରୀନ ଟି ବେଶ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ଦଲିୟା – ଦଲିୟା ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ଚକୋଲେଟ – ମାନସିକ ଶାନ୍ତି ପ୍ରଦାନ କରିବାରେ ଚକୋଳେଟ ବେଶ ସହାୟକ ହୋଇଥାଏ।
ଦହି – ଦହି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଦିନଯାକ କାର୍ଯ୍ୟ କରିବାକୁ ଏହା ଶକ୍ତି ଯୋଗାଇଥାଏ।
ପାନମଧୁରୀ – ଦିନ ଭିତରେ ଅଳ୍ପ କିଛି ପରିମାଣରେ ପାନମଧୁରୀ ନିଶ୍ଚୟ ଖାଆନ୍ତୁ, ଏହା ଥକ୍କାପଣ ଦୂର କରିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories