www.samajalive.in
Monday, December 8, 2025
20.1 C
Bhubaneswar

କ’ଣ ରହିଛି ବଜେଟର ତିନୋଟି ମୁଖ୍ୟ ପ୍ରସଙ୍ଗ…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବଜେଟରେ ତିନୋଟି ପ୍ରମୁଖ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇଛି ।

୧. ଅକାଂକ୍ଷୀ ଭାରତ- ସ୍ବାସ୍ଥ୍ୟ, ଶିକ୍ଷା ଏବଂ ସମାଜର ସବୁବର୍ଗର ଲୋକଙ୍କ ପାଇଁ ଭଲ ନିଯୁକ୍ତି ସୁଯୋଗ

୨. ସମସ୍ତଙ୍କ ପାଇଁ ଆର୍ଥିକ ବିକାଶ- ‘ସମସ୍ତଙ୍କ ସହିତ,ସମସ୍ତଙ୍କର ବିକାଶ,ସମସ୍ତଙ୍କର ବିଶ୍ବାସ’ ଏବଂ

୩. ସମାଜର ଯତ୍ନ (କେୟାରିଙ୍ଗ ସୋସାଇଟି)- ଅନ୍ତୋଦୟକୁ ବିଶ୍ବାସର ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିବା । ଏହି ତିନୋଟି ପ୍ରସଙ୍ଗକୁ ଆଧାର କରି ବଜେଟ ପ୍ରସ୍ତୁତ କରାଯାଇଛି।

ଅନ୍ୟପକ୍ଷରେ ଭ୍ରଷ୍ଟାଚାର ମୁକ୍ତ, ନୀତି ଆଧାରିତ ପ୍ରଶାସନ ଏବଂ ପାରଦର୍ଶୀ ଆର୍ଥିକ କ୍ଷେତ୍ରକୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ସେହପରି ସହାବସ୍ଥାନ ସୁଗମତାକୁ ମଧ୍ୟ ୨୦୨୦-୨୧ ବଜେଟରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି।

 

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories