ରାସ୍ତା ମଝିରେ ଜଳିଗଲା କାର SamajDigital (LS) Mar 12, 2025 ପାରାଦ୍ୱୀପ : ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ କାଠଗଡା ନିକଟରେ ଏକ କାର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। କାରର ଡ୍ରାଇଭର ସିଟ୍ରେ ବସିଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଖବରରୁ… Read More...