Browsing Tag

odianews

ଖାଦ୍ୟ ସଂକଟ: ଛାଡୁଛନ୍ତି ଗାଁ, ଖୋଜୁଛନ୍ତି ନୂତନ ବସତି

ପାତ୍ରପୁର(ରବୀନ୍ଦ୍ର କୁମାର ମିଶ୍ର): ଦାରିଦ୍ର୍ୟତା ହେଉ କି ସରକାରୀ ଯୋଜନା ଅପହଞ୍ଚ ହେଉ, ବିଭିନ୍ନ କାରଣ ପାଇଁ ବଣପାହାଡ ଘେରା ଅଞ୍ଚଳରେ ରହୁଥିବା ଆଦିବାସୀ ଗ୍ରାମବାସୀ ଏବେ ଗାଁ ଛାଡି ନୂତନ ବସତି ମୁହାଁ ହୋଇଛନ୍ତି।…
Read More...

ଓଡ଼ିଶାକୁ ଫେରିବ ସୋହାନି

ନୂଆଦିଲ୍ଲୀ: ଦୁଇବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉତ୍ତରପ୍ରଦେଶ ନୋଇଡ଼ାର ଏକ ଏନଜିଓ ଅନାଥଶ୍ରମରେ ରହୁଥିବା ଓଡ଼ିଆ ଝିଅ ସୋହାନି ଜେନା ପାଇଁ ଓଡ଼ିଶା ଫେରିବା ବାଟ ଖୋଲିଛି। ଆଠ ବର୍ଷୀୟ ବାଳିକା ସୋହାନିର ହିତଦୃଷ୍ଟିରୁ ଓଡ଼ିଶାର…
Read More...

୩ ଦିନ ଶୀତ ଓ ଘନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତ ଲହରୀ ଜାରି ରହିଛି। ଆସନ୍ତା ୩ ଦିନ ଧରି ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଫଳରେ ସାରା ରାଜ୍ୟରେ ଶୀତ ଏବଂ କୁହୁଡି…
Read More...

ମାମଲା ରୁଜୁରେ ଓଡ଼ିଶା ଭିଜିଲାନ୍ସ ଆଗୁଆ, ୩୮୧ଜଣଙ୍କ ବିରୋଧରେ ୨୪୫ ମାମଲା

ଭୁବନେଶ୍ୱର: କରୋନା ଯୋଗୁ ଗତବର୍ଷ ଭିଜିଲାନ୍ସ ତଦନ୍ତ କିଛିଟା ଧିମେଇ ଯାଇଥିଲା। ତେବେ ଅକ୍ଟୋବର ମାସ ପରଠାରୁ ବିଭାଗ ଅଧିକ ତତ୍ପର ହୋଇ ଉଠିଥିଲା। ଆକ୍ସନ ମୁଡରେ ଥିବା ଭିଜିଲାନ୍ସ ଗତବର୍ଷ ୩୮୧ଜଣଙ୍କ ବିରୋଧରେ ୨୪୫ଟି…
Read More...

ଚରମ୍ପା ସରକାରୀ ଡିପୋରୁ ଚାଉଳ ହେରଫେର ମାମଲା; ତଦନ୍ତ ରିପୋର୍ଟ ଦାଖଲ, କାର୍ଯ୍ୟାନୁଷ୍ଠାନ ଖୁବ୍‌ଶୀଘ୍ର!

ଭଦ୍ରକ: ଚରମ୍ପା ସରକାରୀ ଚାଉଳ ଡିପୋରୁ ସାଧାରଣ ବଣ୍ଟନ ସାମଗ୍ରୀ (ପିଡିଏସ)ପାଇଁ ଉଦ୍ଦିଷ୍ଟ ଚାଉଳ ହେରଫେର ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ତଦନ୍ତକାରୀ ଟିମ। ଯେଉଁଥିରେ ଗୋଦାମରୁ ଚାଉଳ ହେରଫେର…
Read More...

କୌଣସି ସ୍ବାସ୍ଥ୍ୟକର୍ମୀ ଟିକା ତାଲିକାରୁ ବାଦ ନ ପଡ଼ିବା ପାଇଁ କେନ୍ଦ୍ରର ଚିଠି

ଭୁବନେଶ୍ବର: ଟୀକାକରଣ ପାଇଁ ପୁଣି ଥରେ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର।  ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟୀକାକରଣରୁ ବାଦ୍ ନ ପଡନ୍ତି ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ,…
Read More...

କାଲିଠୁ ଡବଲ ହେଲମେଟ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ବାଇକ ଚାଳକଙ୍କ ପାଇଁ ଡବଲ ହେଲମେଟ ବାଧ୍ୟତା ମୂଳକ। ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ରାଜ୍ୟ ସଡକ ପରିବହନ…
Read More...

‘ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ’-ଏସଆରସି

ଭୁବନେଶ୍ବର: କୋଭିଡ୍‍-୧୯ ମହାମାରୀ ମୁକାବିଲାରେ ଆପଣମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହି ବିଶ୍ୱ ମହାମାରୀକୁ ଆମ ରାଜ୍ୟରେ ସିମୀତ କରାଯାଇ ପାରିଛି। ଆମ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍‍ ହୋଇଥିଲେ…
Read More...

ଓଡ଼ିଶାରେ ଆଜି ରାତି ୧୦ରୁ ନାଇଟ୍ କର୍ଫ୍ୟୁ, ଟ୍ବିନ ସିଟିରେ ୧୪୪ ଧାରା

ଭୁବନେଶ୍ବର: ବ୍ରିଟେନର ନୂଆ ଷ୍ଟ୍ରେନ ଏବେ ସମଗ୍ର ଭାରତ ପାଇଁ ମୁଣ୍ଡ ବ୍ୟଥାର କରାଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ…
Read More...

ବକେୟା ଦରମା ଦାବି ନେଇ ଠିକା ସଫେଇ କର୍ମଚାରୀଙ୍କ ଧାରଣା

ବାଙ୍କୀ(ଡମପଡା): ବାଙ୍କୀ ଏନଏସି ସମ୍ମୁଖରେ ଠିକାଦାର ଅଧିନସ୍ଥ ସଫେଇ କର୍ମଚାରୀ ବକେୟା ଦରମା ଦାବି ନେଇ ଧାରଣା ଦେଇଛନ୍ତି। ତିନି ମାସର ବକେୟା ଦରମା ପାଇ ନ ଥିବାରୁ ପରିବାର ପ୍ରତିପୋଷଣ ଚିନ୍ତା ନେଇ ଉଦବେଗ ପ୍ରକାଶ…
Read More...