Browsing Tag

odianews

ରାଜଭବନରେ ଶପଥ ନେବେ ଜଷ୍ଟିସ୍ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍‌ ମୁରଲୀଧର ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ। ସୋମବାର ସେ ରାଜଭବନରେ ଓଡ଼ିଶାର ମୁଖ୍ୟ…
Read More...

ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ମାମଲା, ଶେଷରେ ଜେଲ ଗଲେ ମେଜର

ଭୁବନେଶ୍ବର: ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୂର୍ବରୁ ଅକ୍ଟୋବର ୮ ତାରିଖରେ ଗିରଫ ହୋଇଥିବା ଆର୍ମି ମେଜର ସୌମ୍ୟ ରଞ୍ଜନ ପତିକୁ ଶେଷରେ ଝାରପଡ଼ା ଜେଲ ଯିବାକୁ ପଡ଼ିଛି। ଗତ ୨ ମାସ ହେବ ସୌମ୍ୟ ଜେଲ ନ ଯିବା…
Read More...

ଶୀତ ଲହରୀ ୪୮ ଘଣ୍ଟା

ଭୁବନେଶ୍ବର: ରାଜ୍ୟରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତି ରହିବା ଯୋଗୁଁ ଶୀତ ଲହରୀ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୮.୫ ଡିଗ୍ରୀ ରେକର୍ଡ…
Read More...

ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଧରି ଅନୁସୂଚିତଜାତିର ଛାତ୍ରଛାତ୍ରୀମାନଙ୍କୁ ଅବହେଳା କରିଆସିଛନ୍ତି ରାଜ୍ୟସରକାର। ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ଓ ଶିକ୍ଷା କ୍ଷେତ୍ରରେ…
Read More...

ଭିକ୍ଷାବୃତ୍ତି ଛାଡ଼ିଲା, ବେପାରକୁ ଆପଣାଇଲା

ଭୁବନେଶ୍ୱର: ଦିବ୍ୟାଙ୍ଗ ବାବୁଲା ସକ୍ଷମ ହୋଇଛି। ଭିକ୍ଷାବୃତ୍ତିକୁ ଛାଡ଼ି ଆତ୍ମନିର୍ଭରଶୀଳ ହେବା ପାଇଁ ଦୀପ ବେପାରକୁ ଆପଣାଇଛି। ନୂଆବର୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଅାଗରେ ଛତା ଟାଣି ଦୀପ ବେପାର ଆରମ୍ଭ…
Read More...

କୁକୁର କାମୁଡ଼ାରେ ବର୍ଷକୁ ମରୁଛନ୍ତି ୨୦ ହଜାର, ମସ୍ତିଷ୍କ ସଂକ୍ରମଣକାରୀ ପ୍ରୋଟିନ୍ ଚିହ୍ନଟ

ଭୁବନେଶ୍ବର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ବରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ୪୦ ପ୍ରତିଶତ ୧୫ ବର୍ଷରୁ କମ୍‌ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି।…
Read More...

ମୌଳିକ ସୁବିଧା ସାତସପନ; ଝରଣା ପାଣି, କାଠ ଡଙ୍ଗା ଭରସା

ଦଶମନ୍ତପୁର: ସ୍ୱାଧୀନତାର ଅନେକ ବର୍ଷ ପରେ ବି ଶୋଷ ମେଣ୍ଟାଇବା ପାଇଁ ଝରଣା ପାଣି, ଯାତାୟାତ ଲାଗି କାଠ ଡଙ୍ଗା ଉପରେ ଲୋକେ ଭରସା କରୁଛନ୍ତି। ସରକାରଙ୍କ ସମସ୍ତ ସୁବିଧା ଗାଁକୁ ଅପହଞ୍ଚ ହୋଇଛି। ଏପରି ଚିତ୍ର କୋରାପୁଟ…
Read More...

ପୁଣ୍ୟତିଥି ଅବସରରେ, ନବଉତ୍କଳର ନିର୍ମାତା ହରେକୃଷ୍ଣ ମହତାବ

ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଆ ଜାତିର ଇତିହାସରେ ଏକାଧାରରେ ସାହିତ୍ୟିକ, ଐତିହାସିକ, ସାମ୍ବାଦିକ, ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା  ଭାବରେ ଚିରସ୍ମରଣୀୟ। ଓଡ଼ିଶା ପ୍ରତି ତାଙ୍କର ସାମଗ୍ରିକ ଅବଦାନର ତୁଳନା ନାହିଁ। ନବ…
Read More...

ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି; ୫ଥର ତଦନ୍ତ ପରେ ବି ଫଳଶୂନ

ପୁରୀ: ମିଳିମିଶି ଚପାଇ ଦେଲେ ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି। ଜମି ମାଫିଆଙ୍କ ହାତ ଏତେ ଲମ୍ବା ଯେ ୫ଥର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସମୁଦ୍ରକୂଳକୁ ଲାଗି ରହିଥିବା ପ୍ରାୟ ୧୦୦କୋଟି…
Read More...

ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ ଦଳ ସାମିଲ, ବିଶ୍ବ ଦେଖିବ ଓଡ଼ିଶାର ବଜାସାଲ୍‌ ନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ପରେଡରେ ପ୍ରଜ୍ଞାପନ ମେଢ଼ ବାଦ୍‌ ପଡ଼ିବା ପରେ ଏବେ ସାଂସ୍କୃତିକ ଦଳ ମନୋନୀତ ହୋଇଛି। ସାରା ବିଶ୍ବ ଦେଖିବ ଓଡ଼ିଶାର ବଜାସାଲ ନୃତ୍ୟ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା…
Read More...