Browsing Tag

odia news

ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ହାତୀମାନେ କରଞ୍ଜିଆ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲରେ ପ୍ରାୟ ୧୮ଟି ହାତୀ ଥିବା…
Read More...

ମୋଦୀଙ୍କୁ ‘ଡିଭାଇଡର ଇନ୍‌ ଚିଫ୍‌’ କହିଥିବା ଲେଖକ ଆତିଶ ତାସୀରଙ୍କ ଓଆଇସି କାର୍ଡ ରଦ୍ଦ

ନୂଆଦିଲ୍ଲୀ: ଟାଇମ୍‌ ମାଗାଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଡିଭାଇଡର ଇନ୍‌ ଚିଫ୍‌’ ବା ‘ମୁଖ୍ୟ ବିଭାଜନକାରୀ’ ଦର୍ଶାଇଥିବା ଲେଖକ ଆତିଶ ଅଲି ତାସୀରଙ୍କ ଭାରତର ବିଦେଶୀ ନାଗରିକତା କାର୍ଡ ଅର୍ଥାତ୍‌ ଓଭରସିଜ…
Read More...

ପବିତ୍ର ପଞ୍ଚୁକ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଭୁବନେଶ୍ୱର / ପୁରୀ : ଆଜି ଅର୍ଥାତ ଶୁକ୍ରବାର ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ (ଦେବୋତ୍ଥାନ ଏକାଦଶୀ) ତିଥିରେ ପବିତ୍ର ମହାପଞ୍ଚୁକ ଆରମ୍ଭ ହୋଇଛି। ପବିତ୍ର ପଞ୍ଚୁକ ଉପଲକ୍ଷେ ରାଜ୍ୟର ସମସ୍ତ ଗାଁ ଓ ସହରର…
Read More...

ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟ ସଚିବ, ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଏବଂ ପୁଲିସ ମହାନିର୍ଦେଶକ(ଡିଜି) ଓ.ପି. ସିଂହଙ୍କୁ…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର

ବ୍ରଜରାଜନଗର: ଝାରସୁଗୁଡ଼ା-ସରଡେଗା ରେଳପଥର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅଜିତ ବକ୍ସି(୩୫) ନାମକ ଜଣେ ଯୁବକଙ୍କ ସନ୍ଦେହନକ ଭାବେ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ଗୌଡ଼ମାଲ-ଜାମପଡ଼ା ରେଳ ଧାରଣା…
Read More...

ବୁଲ୍‌ବୁଲ୍‌ ପ୍ରଭାବରେ ବର୍ଷା ଆରମ୍ଭ; ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ବର୍ତ୍ତମାନ ପାରଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଆଡକୁ…
Read More...

ରାଜକୋଟ ଟ୍ବେଣ୍ଟି-୨୦ : ଭାରତ ୮ୱିକେଟରେ ବିଜୟୀ, ସିରିଜ ୧-୧ରେ ବରାବର

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦…
Read More...

ଆଇଏସର ନୂଆ ମୁଖ୍ୟକୁ ଖୁବଶୀଘ୍ର ନିପାତ କରିବୁ : ଆମେରିକା

ୱାଶିଂଟନ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସକୁ ନିପାତ କରିବା ପାଇଁ ଆମେରିକା ଯୋରଦାର ପ୍ରୟାସ ଜାରି ରଖିଛି। ନିକଟରେ  ଆମେରିକା ସେନା ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀକୁ ନିପାତ କରିଥିଲା। ବାଗଦାଦୀର…
Read More...

ମୋତେ ଭାରତକୁ ପ୍ରତ୍ୟାର୍ପଣ କଲେ ଆତ୍ମହତ୍ୟା କରିବି : ନୀରବ ମୋଦି

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ବ୍ରିଟେନ ଅଦାଲତରେ ଭାରତକୁ ଧମକ ଦେଇଛି। ତାକୁ ଭାରତକୁ ପ୍ରତ୍ୟାର୍ପଣ କଲେ ସେ ଆତ୍ମହତ୍ୟା କରିବି ବୋଲି କହିଛି। ଗତ କାଲି…
Read More...

ପିଏସଏଲରେ ଖେଳିବେ ବିଶ୍ବର ସବୁଠୁ ଡେଙ୍ଗା କ୍ରିକେଟର

ନୂଆଦିଲ୍ଲୀ : ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ବିଶ୍ବର ସବୁଠାରୁ ଡେଙ୍ଗା କ୍ରିକେଟର ମ୍ୟାଚ ଖେଳିବେ ବୋଲି ଜଣାପଡିଛି। ଏହି ଖେଳାଳିଙ୍କ ନାମ ମହମ୍ମଦ ମୁଦାଶାର। ତାଙ୍କର ବୟସ ମାତ୍ର ୨୧ବର୍ଷ ଏବଂ ତାଙ୍କର ଉଚ୍ଚତା…
Read More...