ଚକ୍ଷୁର ଯତ୍ନ : ଆଳୁ ଗୋଲାପ ଜଳର ବ୍ୟବହାର
ଆଳୁର ବ୍ୟବହାର
ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ଆଖି ପାଇଁ ଖୁବ ଲାଭଦାୟକ ଅଟେ।
ଗୋଲାପ ଜଳ
ଆଖିରେ ବିଶେଷ କରି ଆଖିର ତଳ ଭାଗରେ…
Read More...
Read More...