Browsing Tag

Corona news

କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟ ସିଲ୍‌ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟକୁ ବିଏମସି ସିଲ୍‌ କରିଦେଇଛି। ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସତର୍କତାମୂଳକ ପଦକ୍ଷେପ…
Read More...

ରାଜ୍ୟରେ ଖୋଲିଲା ଆଉ ଏକ କୋଭିଡ-୧୯ ହସ୍ପିଟାଲ, ରହିଛି ୫୨୫ ଶଯ୍ୟା

ଭୁବନେଶ୍ବର: ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏହାର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତମାନଙ୍କୁ କିପରି…
Read More...

ବିଜେପି ପ୍ରତିଷ୍ଠା ଦିବସରେ ମୋଦୀଙ୍କ ଆହ୍ବାନ: ଏହି ଲଢ଼େଇ ବହୁତ ଲମ୍ବା, ଥକିବାର ନାହିଁ କି ହାରିବାର ନାହିଁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀ ସାଜିଛି। ଭାରତ ଅନ୍ୟ ସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଛି। ଏହା ଏକ ଲମ୍ବା ଲଢ଼େଇ।…
Read More...

କରୋନା ପରୀକ୍ଷା: ଆଇସିଏମଆରକୁ ମିଳିବ ୭ ଲକ୍ଷ କିଟ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ କରୋନା ପରୀକ୍ଷା ସଂଖ୍ୟା ଭାରତରେ ବହୁତ୍‌ କମ୍‌ ରହିଛି। କିନ୍ତୁ ଏହି ପରିସ୍ଥିତି ବେଶୀ ଦିନ…
Read More...

କରୋନା: ଭାରତରେ ୨୩୦୧ ଆକ୍ରାନ୍ତ, ୫୬ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ…
Read More...

କରୋନା: ଭାରତ ପାଇଁ ସତର୍କ ଘଣ୍ଟି, ଦିନକରେ ୭ ମୃତ ଓ ୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏହାର ପ୍ରକୋପ ବିସ୍ତାର କରିବାରେ ଲାଗିଛି। ଲୋକଙ୍କ ଅବହେଳା ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିକୁ ଦିନ ବୃଦ୍ଧି ପାଇ ଚାଲିଛି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଗୁରୁବାର।…
Read More...

କର୍ଫ୍ୟୁ ଲାଗିଲେ ଚେତା ପଶିବ କି ?

ଭୁବନେଶ୍ଵର: ଘରେ ରୁହ। କେହି ବାହାରକୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତ୍ଵ ରକ୍ଷା କରନ୍ତୁ। ନିଜ ଓ ନିଜ ପରିବାରର ଜୀବନ ବଞ୍ଚାଇବା ସହିତ ରାଜ୍ୟ ତଥା ଦେଶକୁ ବିପଦମୁକ୍ତ କରନ୍ତୁ। କରୋନା ଭୂତାଣୁଠାରୁ ସୁରକ୍ଷିତ…
Read More...

ଭାରତ ଭଳି ଦେଶ ଉପରେ ନିର୍ଭର କରୁଛି ‘କରୋନା’ର ଭବିଷ୍ୟତ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ଵରେ ମହାମାରୀ ରୂପ ନେଇସାରିଛି। ପ୍ରତିଦିନ ବିଶ୍ଵରେ ପାଖାପାଖି ୧ ହଜାର ଲୋକ ଏହି ଭୂତାଣୁ କବଳରେ ଆସି ପ୍ରାଣ ହରାଉଥିବାବେଳେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି…
Read More...

କଠୋର ହେଲେ ସରକାର: ପୂରା ଓଡ଼ିଶା ଲକ୍‌ଡାଉନ, ୨୯ ମଧ୍ୟରାତ୍ରି ଯାଏ ବଳବତ୍ତର

ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ କରିଛନ୍ତି। ଅର୍ଥାତ୍‌ ପୂରା ୩୦ ଜିଲାରେ…
Read More...

ଖବରକାଗଜ ‘କରୋନା’ ଭୂତାଣୁ ବିସ୍ତାର କରେନାହିଁ: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭୂତାଣୁ ବ୍ୟାପୁଥିବାବେଳେ ପାଠକପାଠିକାମାନଙ୍କ ମଧ୍ୟରେ ଖବରକାଗଜ ଗ୍ରହଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି କେତେକ ସ୍ଥଳରେ ପାଠକପାଠିକା ଖବରକାଗଜ ବିକ୍ରେତା ତଥା…
Read More...