ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ Samaja Digital (SM) Aug 7, 2021 ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଆଜି ଭୋରୁ ଚମ୍ପଟ ମାରିଛି । ଫେରାର କଏଦୀ ଜଣଙ୍କ ହେଲେ ବାଲିଗୁଡା ଉପ କାରାଗାରର କୀର୍ତ୍ତି ସିଂ(୩୭) । କୋଭିଡ… Read More...