www.samajalive.in
Monday, December 8, 2025
24.1 C
Bhubaneswar

ଅନାବରଣ ଅପେକ୍ଷାରେ ବିଶ୍ୱର ସର୍ବବୃହତ୍‍ ମୂର୍ତ୍ତି

ଅହମ୍ମଦାବାଦ୍‍: ଭଦୋଦରା ନିକଟ ନର୍ମଦା ଜିଲା ସ୍ଥିତ ସର୍ଦାର ସରୋବରର କବାଡ଼ିଆ କଲୋନୀ ଗ୍ରାମରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ମିଟର ଉଚ୍ଚର ପ୍ରତିମୂର୍ତ୍ତି ଅନାବରଣ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି। ନର୍ମଦା ବନ୍ଧ ଉପରେ ନିର୍ମିର୍ତ ଏହି ମୂର୍ତ୍ତିର୍କୁ ୭କିମି ଦୂରରୁ ଦେଖି ହେଉଛି। ପର୍ଯ୍ୟଟକମାନେ ଲିଫ୍ଟ ଦ୍ୱାରା ତାଙ୍କ ହୃଦୟ ପର୍ଯ୍ୟନ୍ତ ଯାଇ ପାରିବେ। ସେଠାରେ ଛିଡ଼ା ହୋଇ ସର୍ଦାର ସରୋବର ବନ୍ଧ ଓ ନର୍ମଦା କୂଳରେ ୧୭କିମି ଲମ୍ବର ଫୁଲ ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ଅକ୍ଟୋବରରେ ସ୍ୱର୍ଗତ ପଟେଲଙ୍କ ଜନ୍ମଦିନରେ ଏହାକୁ ଉଦଘାଟନ କରିବେ।
ଏହି ମୂର୍ତ୍ତର୍ି ବିଶ୍ୱର ସବୁଠାରୁ ବିଶାଳ ମୂର୍ତ୍ତି। ଏହା ପରେ ତାଲିକାରେ ଚୀନର ସ୍ପ୍ରିଙ୍ଗ ବୁଦ୍ଧମୂର୍ତ୍ତି ରହିଛି। ଏହି ମୂର୍ତ୍ତିର ଉଚ୍ଚତା ୧୨୮ମିଟର ହୋଇଥିବାବେଳେ ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ ଲିବର୍ଟିର ଉଚ୍ଚତା ୯୦ଫୁଟ୍‍ ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories