ନୂଆଦିଲ୍ଲୀ : ସାମସଙ୍ଗର ନୂଆ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୍୦୨ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ନିକଟରେ ଏହି ଫୋନ ସାମସଙ୍ଗର ଭାରତୀୟ ୱେବସାଇଟରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସାମସଙ୍ଗ ଗାଲାକ୍ସି ଏମ୍୦୨ ବେଞ୍ଚମାର୍କ ତାଲିକାରେ ଦେଖିବାକୁ ମିଳିଥିଲା।
ଜିଓବେଞ୍ଚରୁ ପ୍ରାପ୍ତ ସୂଚନା ଅନୁଯାୟୀ, ସାମସଙ୍ଗ ଗାଲାକ୍ସି ଏମ୍୦୨ରେ ଆଣ୍ଡ୍ରଏଡ୍ ୧୦ ରହିଛି। ଏହା ବ୍ୟତୀତ ଏହି ଫୋନକୁ ୩ଜିବି ଜିବି ରାମ୍ ଏବଂ କ୍ୱାଲକମ୍ ସ୍ନାପଡ୍ରାଗନ୍ ପ୍ରୋସେସର୍ ରହିଛି। ଏହାର ମୂଲ୍ୟ ବାବଦରେ କୌଣସି ସୂଚନା ଦିଆଯାଇନାହିଁ।
ଖୁବ୍ଶୀଘ୍ର ଭାରତୀୟ ବଜାରକୁ ଆସିବ ସାମସଙ୍ଗ ଗାଲାକ୍ସି ଏମ୍୦୨
Popular Categories



