www.samajalive.in
Monday, December 8, 2025
27.1 C
Bhubaneswar

ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ନାଗସାପ ଉଦ୍ଧାର

ପାତ୍ରପୁର : ପାତ୍ରପୁର ଠାରେ ଥିବା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ଆଜି ସକାଳେ କାର୍ଯ୍ୟାଳୟ ଖୋଲିବା ବେଳେ ଗୋଟିଏ ନାଗସାପ ରେକର୍ଡ ରହୁଥିବା କୋଠରୀ ଆଡ଼କୁ ଯାଉଥିବା ଜଣେ କର୍ମଚାରୀ ଦେଖି ଥିଲେ। ଏହା ପରେ ସାପ ଧରୁଥିବା ଚିକିଟିର ପ୍ରଦୋଷ ପାଢ଼ୀଙ୍କୁ ଖବର ଦେଇ ଥିଲେ। ଖବର ପାଇ ସେ ପହଞ୍ଚି ସାପଟିକୁ ଧରି ଗୋଟିଏ ଅଖା ମଧ୍ୟରେ ପୁରାଇ ନେବା ସହ ଜଙ୍ଗଲରେ ଛାଡ଼ିବେ ବୋଲି କହିଥିଲେ। ସାପଟି ଅଢେଇ ଫୁଟ ଲମ୍ବ ଥିବା ଜଣାପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories