www.samajalive.in
Monday, December 8, 2025
20.1 C
Bhubaneswar

ପାୱାରଟିଲରରେ ଫଶିଗଲେ ଯୁବକ

ପାଟଣା: ପାଟଣା ଥାନା ଅଞ୍ଚଳ ଧାନବେଣୀ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଘଟଣ। ଗ୍ରାମର ମୋହନ ମହାନ୍ତଙ୍କ ବାଡ଼ିରେ ପାୱାରଟିଲରରେ ହଳ କରୁଥିବା ନୁଆପଡ଼ା ଗ୍ରାମର ବାଦଲ ନାଏକ(୨୧) ନାମକ ଜଣେ ଯୁବକ ପାୱାରଟିଲରରେ ଫଶି ଗୁରୁତର ହୋଇଛନ୍ତି। ପାୱାରଟିଲର ଫାଳରୁ କାଦୁଅ ଛଡାଇବା ସମୟରେ ହଠାତ ପାୱାରଟିଲରଟି ବାଦଲଙ୍କୁ ଘୋଷାଡି ନେବାରୁ ତାଙ୍କ ଗୋଡ଼ ଫାଳରେ ଫଶି ଯାଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାୱାରଟିଲରରୁ ଇଞ୍ଜିନ ଅଲଗା କରି ଫାଳ ସହ ବାଦଲଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories