www.samajalive.in
Monday, December 8, 2025
27.1 C
Bhubaneswar

୩ ବାଇକ ଲୁଟେରା ଗିରଫ, ୧୪ ବାଇକ ଜବତ

ପାରାଦ୍ୱୀପ: ବାଇକ୍ ଚୋରୀ ରାକେଟକୁ ଧରିଲା ପାରାଦୀପ ଆଦର୍ଶ ଥାନା ପୁଲିସ। ଦିର୍ଘ ଦିନ ହେବ ପାରାଦୀପ ସହରରେ ଗାଡି ଚୋରି କରି ଆତଙ୍କ ସୃଷ୍ଟି କରିଥିବା ୩ଜଣ ଚୋରକୁ ଗିରଫ କରିବା ସହ ୧୪ଟି ବାଇକ୍ ଉଦ୍ଧାର କଲା ପୋଲିସ। ସୁରେଶ ଦାସ ଓ ଦିଲ୍ଲୀପ ଜେନା ପାରାଦୀପ୍ ବନ୍ଦର ଅଞ୍ଚଳକୁ ଆସି ସୁବିଧା ସୁଯୋଗ ଦେଖି ବାଇକ୍ ଗୁଡିକୁ ଚୋରି କରି ଏରସମା ଅଞ୍ଚଳ ରେ ବିକ୍ରି କରୁଥିବା ବେଳେ ଦିଲ୍ଲୀପ ପରିଡା ନାମକ ବ୍ୟକ୍ତି ଏମାନଙ୍କ ଠାରୁ ଗାଡି କିଣୁଥିବା ଅଭିଯୋଗରେ ମଧ୍ୟ ଗିରଫ ହୋଇଛନ୍ତି। ଦିଲ୍ଲୀପ ଜେନା ଏହି ଚୋରି ରାକେଟ ର ମୁଖ୍ୟ ବୋଲି ପୋଲିସ କହିଛି । 3ଅଭିଯୁକ୍ତଙ୍କୁ ଗିରଫ କରି ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ପାରାଦ୍ୱୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ ଓ ପାରାଦ୍ୱୀପ ଥାନା ଅଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories