www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ବିଜେପି ନେତାଙ୍କୁ ଓଡ଼ିଶା ପୁଲିସର ନୋଟିସ୍‍

ଭୁବନେଶ୍ୱର : ଓଡ଼ିଶା ପୁଲିସ୍‍ ପକ୍ଷରୁ ଦୁଇ ବିଜେପି ନେତାଙ୍କୁ ନୋଟିସ୍‍ ହୋଇଥିବା ସୂଚନା ମିଳିଛି। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁବକ୍ସି ପାତ୍ରଙ୍କୁ ନୋଟିସ୍‍ ଦିଆଯାଇଛି। ଗଞ୍ଜାମ ଜିଲାର ଛତ୍ରପୁର କାଉନସିର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ଏହି ନୋଟିସ୍‍ ଜାରି କରାଯାଇଥିବା ଜଣାପଡିଛି। ଉଭୟ ନେତାଙ୍କୁ ଫେବୃଆରି ୭ ଓ ୯ରେ ଛତ୍ରପୁର ଥାନାରେ ହାଜର ହେବାପାଇଁ ନୋଟିସରେ ଉଲ୍ଲେଖ ରହିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories