www.samajalive.in
Monday, December 8, 2025
20.1 C
Bhubaneswar

ଚୀନ୍ କମ୍ପାନୀ ସହିତ ୪୪ଟି ସେମି ହାଇସ୍ପିଡ ଟ୍ରେନର ଚୁକ୍ତିକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା ଦେଇଛି ଭାରତ। ଚାଇନିଜ ଆପ ବନ୍ଦ ପରେ ଏବେ ୪୪ଟି ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରନର ଚୁକ୍ତିନାମାକୁ ବାତିଲ କରିଛି ଭାରତ। ଏହାପାଇଁ ପୁନଃ ଟେଣ୍ଡର କରାଯିବ ବୋଲି ଭାରତୀୟ ରେଲ ମନ୍ତ୍ରାଳୟ ପକ୍ଷରୁ  କୁହାଯାଇଛି।

ସୂଚନା ଅନୁଯାୟୀ, ଗତ ବର୍ଷ ଏଥିପାଇଁ ଟେଣ୍ଡର ଜାରି କରାଯାଇଥିଲା। ଗତ ମାସରେ ଯେତେବେଳେ ଟେଣ୍ଡରରେ କେବଳ ଚୀନ୍ ସହିତ ମିଳିତ ଉଦ୍ୟମରେ ଥିବା ଜେଭି କମ୍ପାନୀ ଏହି ଚୁକ୍ତିନାମା ପାଇଥିଲା। ଏଥିରେ କେବଳ ସିଆରଆରସି ପାଇନିୟର ଇଲେକ୍ଟ୍ରିକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୬ ଜଣ ଆବେଦନକାରୀଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିଲା ।

- Advertisement -

ଚୁକ୍ତିନାମା ଅନୁଯାୟୀ, କମ୍ପାନୀ ୧୬ କୋଚ ବିଶିଷ୍ଟ ୪୪ଟି ବନ୍ଦେ ଭାରତ ଟ୍ରନ ପାଇଁ ଏହି ଚୁକ୍ତି ହୋଇଥିଲା। ୨୦୧୫ରେ ଚାଇନାର CRRC ୟୋଙ୍ଗଜୀ ଇଲେକ୍ଟ୍ରିକ୍ କମ୍ପାନୀ ଲିମିଟେଡ୍ ଏବଂ ଗୁରୁଗ୍ରାମ ସ୍ଥିତ ପୟୋନିଅର୍ ଫିଲ୍-ମେଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଜେଭି କମ୍ପାନୀ ଗଠନ କରାଯାଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories