www.samajalive.in
Monday, December 8, 2025
27.1 C
Bhubaneswar

ଜୟପୁର ବିଧାନସଭା ଆସନରୁ ବିଏସପି ଟିକେଟରେ ଲଢିବେ କୃଷ୍ଣ ଶଗରିଆ

ଭୁବନେଶ୍ଵର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଜୟପୁର ବିଧାନସଭା ଆସନରୁ ଲଢିବେ ବୋଲି କହିଛନ୍ତି। କଂଗ୍ରେସ ଛାଡ଼ି ବିଏସପିରେ ମିଶିଥିବା ଶ୍ରୀ ସଗରିଆ ଜୟପୁର ବିଧାନସଭା ଆସନରୁ ବିଏସପି ଟିକେଟରେ ଲଢିବେ ବୋଲି ରବିବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଭୁବନେଶ୍ଵର ଲୋକସଭା ଆସନରୁ ଲଢିବେ ବୋଲି କହିଥିଲେ।

ଜୟପୁର ବିଧାନସଭା ଆସନରେ ବିଜେଡି ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କୁ ପ୍ରାର୍ଥୀ କରିଛି । ତେବେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ୨୦୧୪ ନିର୍ବାଚନରେ ରବି ନାରାୟଣଙ୍କୁ ପରାସ୍ତ କରି ଏଠାରୁ  ବିଜୟୀ ହୋଇଥିଲେ। ଏବେ କୃଷ୍ଣ ଶଗରିଆ ଏହି ଜୟପୁର ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ି ଫେବୃଆରୀ ୨ରେ  ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ। କୁନ୍ଦୁଲୀ ପୀଡ଼ିତାଙ୍କୁ ନ୍ୟାୟ ନଦେଇପାରିବାରୁ ସେ ଦଳ ଛାଡ଼ିଥିଲେ ବୋଲି କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories