www.samajalive.in
Monday, December 8, 2025
27.1 C
Bhubaneswar

ପେଟ ପାଇଁ ଉପକାରୀ କାକୁଡ଼ି , ଲେମ୍ବୁ, ପୁଦିନା ଜୁସ

ପେଟ ଥଣ୍ଡା ରହିବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ହଜମ ସୂଚାରୁ ରୂପେ ହୋଇଥାଏ। ଘରେ ପ୍ରସ୍ତୁତ ଏକ ପାନୀୟ ପେଟକୁ ଥଣ୍ଡା ରଖିବାରେ ଖୁବ ସହାୟକ ହୋଇଥାଏ। ଜାଣନ୍ତୁ ତାହାକୁ କିପରି ପ୍ରସ୍ତୁତ କରିବେ…..
କାକୁଡ଼ି ପୁଦିନା ଜୁସ
ଆବଶ୍ୟକ ସାମଗ୍ରୀ
କଟା କାକୁଡ଼ି – ୨ଟି
ପୁଦିନା ପତ୍ର – ୨୦ରୁ ୨୫ଟି
ଲେମ୍ବୁ ଖଣ୍ଡ – ଅଳ୍ପ
ଲେମ୍ବୁ ରସ – ୪ ଚାମଚ
ଚିନି – ୧ ଚାମଚ
ପାଣି – ୫କପ
ବରଫ ଖଣ୍ଡ – ୩ରୁ ୪ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଧୋଇ କାଟି ଦିଅନ୍ତୁ। ଏହାପରେ କାକୁଡ଼ି ଓ ପୁଦିନା ପତ୍ରକୁ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ, ଚିନି ,ପାଣି, ପକାଇ ପୁଣି ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ଗ୍ଲାସକୁ କାଢି ଏଥିରେ ବରଫ ଖଣ୍ଡ, ସାମାନ୍ୟ କଳା ଲୁଣ, ପୁଦିନା ପତ୍ର ପକାଇ ପିଅନ୍ତୁ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories